ଟୁସନ ସାର କଲେ ଅତି ନିର୍ଲଜ କାମ ଜାହା ହେଲା ତାହା କେବେ ହେଇନି …

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ନାବାଳିକା ଛାତ୍ରୀ ର ପିଲା ଜନ୍ମ କରାଇଲେ ଟିଉସନ । ଏମିତି ଏକ ସମ୍ବେଦଶୀଳ ଘଟଣା ବିଷୟ ରେ ସମ୍ପୂର୍ଣ ତଥ୍ୟ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ଜଣେ ନାବାଳିକା ଯୁବତୀ କୁ  ବାରମ୍ବାର ଦୁଷ୍କର୍ମ କରି ଜଣେ ଟିଉ ସନ ଶିକ୍ଷକ ଗିରଫ ହେଇଛନ୍ତି । ଏହି ଘଟଣା ଜଗତସିଂପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜ ଗ୍ରାମ ରେ । ଯାହାକି ପାଠ ପଢା ନା ରେ ଶିକ୍ଷକ ଜଣକ ଛାତ୍ରୀ କୁ ଯୌନ ସମ୍ପର୍କ ରଖି ଥିଲେ । ଏହା ଜଣ ପଡ଼ିବ ପରେ ପୀଡ଼ିତା ର ପରିବାର ଥାନା ରେ ଅଭିଯୋଗ କରିଛନ୍ତି । 

 

ମିଳିଥିବା ସୂଚନା ଅନୁସାରେ ମଙ୍ଗରାଜ ପୁର ର ନିଜ ଘରେ ଶିକ୍ଷକ ଜଣ କ ବହୁଦିନ ହେବ ପାଠ ପଢେଇ ଆସୁଥିଲେ । ସେହି ପୀଡ଼ିତା ଝିଅ ସେହି ଶିକ୍ଷକ ଙ୍କ ପାଖକୁ ପାଠ ପଢ଼ିବାକୁ ଯାଉଥିଲେ । ସେହି ସୋଜଗ ରେ ସଂପୃକ୍ତ ଶିକ୍ଷକ ବାରମ୍ବାର ଦୁଷ୍କର୍ମ କରିବାର ଅଭିଯୋଗ ପରିବାର ଲୋକ ଅନିଚନ୍ତି । ଏପରି ଘଟଣା ସମ୍ପର୍କ ରେ କାହାକୁ କହିଲେ ନାବାଳିକା କୁ ମାରିଦେବାକୁ ଧମକ ଦେଇଥିଲେ । ଭୟ ରେ ସେ ଛାତ୍ରୀ କାହାକୁ କହି ନଥିଲା ଏବଂ ଗର୍ଭବତୀ ହେବାର ଜାଣି ପାରି ନଦୀକୁ ଡେଇଁ ଆତ୍ମ ହତ୍ୟା କରିବାକୁ ଉଦ୍ୟମ କରୁଥିବା ସମୟ ରେ କିଛି ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । ଏହାପରେ ସେ ଗର୍ଭବତୀ ଅଛନ୍ତି ବୋଲି ଜାଣି ପାରି ତାଙ୍କୁ କୁଜଙ୍ଗ ଡାକ୍ତରଖାନା ରେ ଭର୍ତି କାରା ଯାଇଥିଲା  ଏବଂ ସେଠାରେ ଏକ କନ୍ୟା ସନ୍ତାନ ଜନ୍ମ କରିଥିଲେ । ଏହା ପରେ ପରିବାର ର ଅଭିଯୋଗ କର୍ମେ ସଂପୃକ୍ତ ଶିକ୍ଷକ ଙ୍କୁ ଗିରଫ କରି କୋଟ ଚାଲାଣ କରା ଯାଇଛି ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

Leave a Reply

Your email address will not be published. Required fields are marked *