ଉଷୁମ ପାଣି ର ଏତେ ଉପକରିତା ଜାଣିଲେ ଆପଣ ସାଧା ପାଣି ପିଇବା ଭୁଲିଯିବେ..

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆସନ୍ତୁ ଜାଣିବା ଉଷୁମ ପାଣି ପିଇବା ରେ କଣ ଫାଇଦା ରହିଛି । ଘାରେଈ ଉପଚାର ବିଷୟ ରେ ସମ୍ପୂର୍ଣ ତଥ୍ୟ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ଜୀବନ ରେ ପ୍ରତେକ ଲୋକ ନିରୋଗ ଏବଂ ସୁସ୍ଥ ରହିବାକୁ ଇଚ୍ଛା କରି ଥାନ୍ତି । ସୁସ୍ଥ ରହିବାକୁ ହେଲେ ଆମ ଶରୀର କୁ ପ୍ରତେକ ୩ରୁ ୪ ଲିଟର ପାଣି ଦରକାର । କାରଣ ଆମ ଶରୀର ୭୦% ପାଣି ରେ ତିଆରି ହେଇଥାଏ। ପ୍ରତେକ ଲୋକ ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାନ୍ତି ଏହା ଆମର ସୁଷ ମେଣ୍ଟେଇ ଥାଏ । ବରଂ ଶରୀର କୁ ସୁସ୍ଥ ରଖିବା ପାଇଁ ଥଣ୍ଡା ପାଣି ଅପେକ୍ଷା ଉଷୁମ ପାଇଁ ଭଲ ହେଇ ଥାଏ । ଯାହା ହେଉ ନ କାଇଁ ଗୋଟେ ଦିନ ରେ ଦୁଇ ଥର ଉଷୁମ ପାଇଁ ପିଅ ନ୍ତୁ । ଗୋଟେ ଗ୍ଲାସ ସକାଳେ ଖାଲି ପେଟରେ ଏବଂ ଆଉ ଗୋଟେ ଗ୍ଲାସ ଦିନ ରେ ଯେତେ ବେଳେ ଚାହିଁ ବେ।ଆସନ୍ତୁ ଜାଣିବା ଗରମ୍ ପାଣି ପିଇବା ର ଉପକାରିତା ସଂପର୍କରେ।

 

ଉଷୁମ ପାଣି ଶରୀର ର ପାଚନ ଶକ୍ତି ବଢାଇ ଥାଏ । କାରଣ ଆମର ଦାଇଯେସନ୍ ପ୍ରକ୍ରିୟା ଭଲ ରେ କାମ କରେ । ଖାଦ୍ୟ କୁ ହଜମ କରିବାରେ ସାହାଯ୍ୟ କରି ଥାଏ । କିନ୍ତୁ ଆମେ ଥଣ୍ଡା ପାଣି ପିଲେ ଆମ ପାକସ୍ଥଳୀ ର ଖାଦ୍ୟ କୁ ଟାଣ କରି ଦିଏ ଯାହା ଦ୍ଵାରା ଚର୍ବି ବଢ଼ି ଯାଏ ।

 

କୁଷ୍ଠ କଠିନ୍ୟା ଦୁର କରି ଥାଏ ।ଯଦି ଆପଣ କୁଷ୍ଠ କାଠିନ୍ୟ ଅଛି ତେବେ ପ୍ରତେକ ଦିନ ସକାଳେ ଖାଲି ପେଟ ରେ ଉଷୁମ ପାଣି ପିଅନ୍ତୁ। କହିବାକୁ ଗଲେ ପାଣି ର ଅଭାବ ପାଇଁ ଏହି ରୋଗ ହେଇ ଥାଏ ।

 

ଉଷୁମ ପାଣି ସେବନ କଲେ ତଳିପେଟ ଯନ୍ତ୍ରଣା ରୁ ମଧ୍ୟ ମୁକ୍ତି ମିଳି ଥାଏ । ଉଷୁମ ପାଣି ରେ ମହୁ ମିଶେଇ ପିଲେ ଏହା ପେଟ ବଥା ରୋଗ ରୁ ମୁକ୍ତି ମିଳେ ।

 

ଥଣ୍ଡା ଜ୍ବର ଏବଂ କାଶ ରୁ ମଧ୍ୟ ମୁକ୍ତି ମିଳେ । ଥଣ୍ଡା ଜ୍ବର ଏବଂ କାଶ ସାଧାରଣ ଇନଫେକ୍ସନ୍ ହେଇ ଥାଏ । କିନ୍ତୁ ପାଣି ଗରମ୍ କରି ପିଇବା ଏବଂ ଔଷଧ ଖାଇବା ଦ୍ଵାରା ଏହି ସବୁ ରୋଗ ର ଡର ନଥାଏ ।

 

ମୋଟାପଣ ଦୁର କରିବା ।ଯଦି ଆପଣ ମୋଟପଣ ଏବଂ ବର୍ଦ୍ଧିତ ଓଜନ ପାଇଁ ଚେ ଚିନ୍ତିତ ଅଛନ୍ତି । ତେବେ ସକାଳେ ଉଷୁମ ପାଣି ରେ କାଗିଜି ଲେମ୍ବୁ ଚିପୁଡ଼ି ପିଇବା ଦ୍ଵାରା ମୋଟା ପଣ ଦୁର ହେଇ ଥାଏ।

 

ତ୍ୱଚ଼ା କୁ ଉଜ୍ଜଳ କରିବା । ଉଷୁମ ପାଣି ପିଇବା ଦ୍ଵାରା ଶରୀର ର ତ୍ଵଚ଼ା ଉଜ୍ଜଳ ଦେଖା ଯିବ ସହ ସବୁ ବେଳେ  ସୁସ୍ଥ ରହିବେ ।ଉଷୁମ ପାଣି ପିଇବା ଦ୍ଵାରା ଶରୀର ର ବିଷାକ୍ତ ପଦାର୍ଥ ଝାଳ ମାଧ୍ୟମ ରେ ବାହାରି ଯାଏ ।

 

ନାରୀ ମାନଙ୍କ ର ମାସିକ ଧର୍ମ ଯନ୍ତ୍ରଣା ରୁ ମୁକ୍ତି ଦେଇ ଥାଏ । ଉଷୁମ ପାଣି ପିଇବା ଦ୍ଵାରା ତଳି ପେଟ ଏବଂ ଗର୍ଭସ୍ୟ ର ମାଂସ ପେଶି କୁ ସୁସ୍ଥ ରଖେ ।

 

ଭୁକ୍ ନ ଲାଗିବା ପେଟ ଭାରି ଲାଗିବା ଭଳି ସମସ୍ୟା ଦୂର କରି ଥାଏ । ଯଦି ଏମିତି ସମସ୍ୟା ଅଛି ତେବେ ଗୋଟେ ଗ୍ଲାସ୍ ଉଷୁମ ପାଣି ରେ କିଛି ଲେମ୍ବୁ ରସ କିଛି ଚାହା ପତି ଏବଂ କିଛି କଳା ଲୁଣ ପକେଇ ପିଅନ୍ତି ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

Leave a Reply

Your email address will not be published. Required fields are marked *