ତେବେ ଭାଇରାଲ ହେଲା ‘ତାରା ତାରିଣୀ’ ଧାରାବାହିକ ରେ ଆକ୍ଟିଙ୍ଗ କରୁଥିବା ତନୁଯା ଙ୍କ ଏହି ଭିଡ଼ିଓ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ‘ତାରା ତାରିଣୀ’ ଧାରାବାହିକ ରେ ଆକ୍ଟିଙ୍ଗ କରୁଥିବା ତନୁଯା ଙ୍କ ଭାଇରାଲ ହୋଇଥିବା ଏକ ଭିଡ଼ିଓ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ତନୁଯା ହେଉଛନ୍ତି ତାରା ତାରିଣୀ ଧାରାବାହିକ ରେ ସାଇଡ ହିରୋଇନ ଭାବେ ଆକ୍ଟିଙ୍ଗ କରୁଛନ୍ତି । ତେବେ ସେ ସେହି ଧାରାବାହିକ ରେ ସେ ତାରିଣୀ ଙ୍କ ଭାଉଜ ଭାବେ ତଥା ରୂପମ ଙ୍କ ଭାଇ ରାକେଶ ଙ୍କ ପତ୍ନୀ ଭାବେ ଆକ୍ଟିଙ୍ଗ କରୁଛନ୍ତି ।  ତେବେ ସେ ତାଙ୍କର ପ୍ରକୃତ ନାମ ହେଉଛି ରଞ୍ଜିତା ପାଣିଗ୍ରାହୀ । ସେ ଜଣେ ବ୍ରାହ୍ମଣ ଘର ଝିଅ ଅଟନ୍ତି । ସେ ପାଠ ରେ ଯେମିତି ଆକ୍ଟିଙ୍ଗ ରେ ମଧ୍ୟ ସେହିପରି ମାହୀର । 

 

ତେବେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଏକ ଛୋଟ ହଟ ପ୍ୟାଣ୍ଟ ଏବଂ ଏକ ଵାନିୟନ ପିନ୍ଧି ନିଜ ଘର ର ଛାତ ଉପରେ ନାଚୁଥିବାର ଭିଡ଼ିଓ । ଯାହା କୁ ଦର୍ଶକ ଏକ ଘରୋଇ ବହୁ ଭାବେ ଦେଖିଆସୁଥିଲେ ତାଙ୍କର ଏହି ଅନ୍ଦାଜ କୁ ଦର୍ଶକ ପସନ୍ଦ କରିବା ସହ ଏହାକୁ ଭାଇରାଲ ମଧ୍ୟ କରୁଛନ୍ତି।  

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *