ଏହି ଭଳି ପୁଅ ମାନଙ୍କୁ ଝିଅ ମାନେ ଚାହିଁଥାନ୍ତି ପତି ରୂପରେ …

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡିଶା ଖବର ପୋର୍ଟାଲ କୁ ସ୍ୱାଗତ ଜଣାଉଛୁ | ଆଜି ଆମେ ଏମିତି ଏକ ଦମଦାର ଖବର ଆଣିଛୁ ଯାହାକି କେଉଁ ଭଳି ପୁଅ  ମାନଙ୍କୁ ଝିଅ ମାନେ ସ୍ୱାମୀ ଭଳି ପାଇବାକୁ ପସନ୍ଦ କରନ୍ତି | ଏହି ଖବର ବିଷୟ ରେ ସମସ୍ତ ତଥ୍ୟ ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ |

 

ଝିଅ ମାନେ ସବୁବେଳେ ତାଙ୍କ ପସନ୍ଦ ର ପୁଅ କୁ ନିଜ ସ୍ୱାମୀ ଭଳି ମାନନ୍ତି କିନ୍ତୁ ସବୁ ପୁଅ ଙ୍କୁ ନିଜ ର କିଛି ନା କିଛି ସମ୍ପର୍କ ରେ ବାନ୍ଧି ରଖନ୍ତି | ଏଏବଂ ସେମିତି କିଛି ପୁଅ ମାନଙ୍କ  ସହ ସମ୍ପର୍କ ରେ ରହି ବିବାହ କରିବାକୁ ପସନ୍ଦ କରନ୍ତି | ଆସନ୍ତୁ ଜାଣି ଝିଅ ମାନଙ୍କ ର ବିବାହ କରିବା ପାଇଁ କେମିତିକା ପୁଅ ପସନ୍ଦ ଅଟନ୍ତି |

 

ଝିଅ ମାନଙ୍କୁ ଏଏମିତି ପୁଅ ପସନ୍ଦ ଆସିଥାନ୍ତି ଯଉ ମାନେ ନିଜ ଭଲ ଗୁଣ ପାଇଁ ଅନ୍ୟ ମାନଙ୍କ ଦ୍ୱାରା ପ୍ରସଂଶିତ ହେଇଥାନ୍ତି ||ଏମିତି ପୁଅ ପ୍ରତି ଝିଅ ମାନେ ଅଧିକ ଆକର୍ଷିତ ହେଇ ଥାନ୍ତି |ଝିଅ ମାନଙ୍କୁ ଏମିତି ପୁଅ ପସନ୍ଦ ଅଟନ୍ତି ଯିଏ ସେମାନଙ୍କର ଯତ୍ନ ନେବ | ଏମିତି କି ଯାହା ସହିତ ରହିଲେ ତାଙ୍କୁ କୌଣସି ଭୟ ରହିବ ନାହିଁ | ଏଇମିତି ପୁଅ ଯଉ ମାନେ ନିଜ ମତ କୁ ସବୁବେଳେ ଖୋଲା ରଖି ଥାନ୍ତି | ଯଉ ପୁଅ ଙ୍କୁ ଝିଅ ଆଦିକା ପସନ୍ଦ କରି ଥାନ୍ତି ଏହି ପ୍ରକାର ର ପୁଅ ନିଜ ପାଟନର ପରିଭାଷା କୁ ଭଲ ଭାବେ ବୁଝି ପାରନ୍ତି |  କୌଣସି ଛୁଟ ଅସୁବିଧା ହେଲେ ବି ଝିଅ ମାନେ ଖୁବ ଶୀଘ୍ର ଚିନ୍ତା ରେ ପଡି ଯାନ୍ତି | ଏମିତି ରେ ଝିଅ ମାନେ ଭାବନ୍ତି ତାଙ୍କ ପାଟନର ଏମିତି ହେଇଥାନ୍ତା ଯିଏ କି ଏହି ମୁହରଟା ରେ ସବୁବେଳେ ଉତ୍ସାହିତ କରିଥାନ୍ତ | ଯେମିତି ଉଭୟ ଦମ୍ପତି ଉଭୟ ଙ୍କୁ ସଂମାନ କରୁଥିବିବେ | ଏମିତି ତା ରହି ସବୁ ପୁଅ ମାନେ ଝିଅ ଘର ର ପରିବାର ସଦସ୍ୟ ଙ୍କୁ ସଂମାନ କରୁଥିବେ |

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *