ଆସିଲା ଟ୍ରାଫିକ ର ନୂଆ ନିୟମ । ଏବେ ଆଉ ଚାଲିବନି ଟ୍ରାଫିକ ପୋଲିସ ଦାଦାଗିରି । ପଢ଼ ସମ୍ପୂର୍ଣ ଖବର …

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଲାଗୁ ହେଇଥିବା ନୂଆ  ଟ୍ରାଫିକ ନିୟମ ବିଷୟରେ  କିଛି ଦମଦାର ଖବର ନେଇ ଆସିଛୁ । ଖବର ବିଷୟ ରେ ସମସ୍ତ ତଥ୍ୟ ପାଇବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ଆପଣ ଜାଣିଛନ୍ତି ଦିନକୁ ଦିନ ଟ୍ରାଫିକ ନିୟମ କଢ଼ା ହେବା ରେ ଲାଗୁଥିବା ବେଳେ । ଏବେ ଆସିଥିବା ନୂଆ ନିୟମ ରେ କିଛି ଆଶ୍ୱସ୍ତି ମିଳିଛି । ଯାହା କି ରାତିରେ ଚାଳକ ଙ୍କ ଦେହ ରେ ହାତ ଦେଇ ପାରିବେନି ପୋଲିସ । ଗୋଟେ ଦିନ ରେ ଥର କ ରୁ ଅଧିକ ଥର କାଟି ପାରିବେନି ଚାଲାଣ। 

 

କେବେନ କେବେ ଆପଣ ଟ୍ରାଫିକ ପୋଲିସ ହାବୁଡ଼ରେ ନିହାତି ପଡ଼ିଥିବେ । ବେଳେ ଟ୍ରାଫିକ କର୍ମଚାରୀ ମାନେ ଗାଡ଼ି ରୁ ଚାବି କଫି ନେବା ଗାଡ଼ି ଚଳେଇବା ବେଳେ ପିଟିବା ଏହା ନିୟମ ର ବାହା ରେ । ଏଭଳି କରିବା ଦ୍ଵାରା ଜୀବନ ଚାଲି ଯାଇପାରେ ଏହା ର ଅଭିଯୋଗ ଆପଣ କରି ପାରିବେ । ଆଜି ଆମେ ଏମିତି କିଛି ନିୟମ ଏବଂ ଅପରାଧ ବିଷୟ ରେ ଯାନେଇବୁ ଯାହା ଜାଣିବା ନିହାତି ଆବଶ୍ୟକ।

 

ଚାଳକ ନିୟମ ଭାଙ୍ଗିଲେ ବି ଗାଡ଼ି ରୁ ଚାବି କଡ଼ି ପାରିବେନି ପୋଲିସ ।ଟ୍ରାଫିକ ପୋଲିସ କେବଳ ଈଶାରା ରେ ଅଟକେଇ ପାରିବେ କେବେ ବି ଜୋରଜବରଦସ୍ତ କରି ପାରିବେନି । ଏହା ଛଡା କୌଣସି ଟ୍ରାଫିକ ଅଧିକାରୀ ବିନା ବର୍ଦି ଅବା ରାତି ରେ ଆପଣଙ୍କୁ ଅଟକେଇ ପାରିବେନି କି ଚାଲାଣ କାଟି ପାରିବେନି ।ସେହିପରି ଆପଣ ଗୋଟେ ଦିନ ରେ ମାତ୍ରା ଥରେ ଚାଲାଣ କାଟି ପାରିବେ ଅଧିକ କାଟି ପାରିବେନି ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *