“ସିନ୍ଦୁର ର ଅଧିକାର” ଧାରାବାହିକ ର ହିରୋ ଆରଭ ଙ୍କ ହେଲା ବାହାଘର । ଦେଖ ଫୁଲ ଆଲବମ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସିନ୍ଦୁର ର ଅଧିକାର ଧାରାବାହିକ ର ହିରୋ ଆରଭ ଙ୍କ ମ୍ୟାରେଜ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ   ତଥ୍ୟ ।

 

 ଆପଣ ମାନେ ତ ତରଙ୍ଗ ରେ ପ୍ରସାରିତ ହେଉଥିବା ଧାରାବାହିକ “ସିନ୍ଦୁର ର ଅଧିକାର” ସିରିଏଲ କୁ ଦେଖୁଥିବେ । ତେଵେ ସେହି ସିରିଏଲ ରେ ଆକ୍ଟିଙ୍ଗ କରୁଥିବା ଆରଭ ଙ୍କୁ ତ ଆପଣ ଜାଣିଥିବେ । ତେବେ ସେ ଆକ୍ଟିଙ୍ଗ ସହ ମଡେଲିଙ୍ଗ କରିବାକୁ ମଧ୍ୟ ଭଲ ପାଆନ୍ତି । ତେବେ ତାଙ୍କର ଘର ହେଉଛି ବରମପୁର । ତାଙ୍କର ପ୍ରକୃତ ନାମ ହେଉଛି ସାନୁଜ । 

 

ତେବେ ସେ ମଡେଲିଙ୍ଗ ରେ ବହୁଥର ବହୁବାର ବିଭିନ୍ନ ସ୍ଥାନ ରୁ ବିଜେତା ମଧ୍ୟ ହୋଇଛନ୍ତି । ତେବେ ସେ ବର୍ତ୍ତମାନ କିଛିଦିନ ତଳେ ମିଷ୍ଟର ଗଂଜାମ ର ଟାଇଟେଲ ହାସଲ କରିଛନ୍ତି । ତେବେ ତାଙ୍କ ବାହାଘର କୁ ନେଇ ଉଠିଥିବା ତଥ୍ୟ ଟି ଏକ ଗୁଜବ ଥିଲା । ଯାହା ବର୍ତ୍ତମାନ ଚର୍ଚ୍ଚା ଧରିଛି । 

 

ତେବେ ସେ ଏକ ଫଟୋସୁଟ କରିବା ବେଳେ ଏକ ମ୍ୟାରେଜ ସିନ କୁ ନେଇ ଫୋଟୋସୁଟ କରିଥିଲେ । ଯାହାକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଛାଡିଥିଲେ । ଯାହା କୁ ନେଇ ଏବେ ତାଙ୍କ ବାହାଘର ହୋଇଯିବାର ଗୁଜବ ଉଠିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *