ଦେଖନ୍ତୁ ଯାତ୍ରା କୁଇନ ରାଣୀ ପଣ୍ଡା ଙ୍କ ଜବରଦସ୍ତ ବାର ଡ୍ୟାନ୍ସ ଭିଡ଼ିଓ । ଦେଖିଲେ ଆପଣଙ୍କ ହୋସ ଉଡିଯିବ ।

ଦେଖନ୍ତୁ ଯାତ୍ରା କୁଇନ ରାଣୀ ପଣ୍ଡା ଙ୍କ ଜବରଦସ୍ତ ଡ୍ୟାନ୍ସ । ଦେଖିଲେ ଆପଣଙ୍କ ହୋସ ଉଡିଯିବ ।

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିଭଳି ଯାତ୍ରା କୁଇନ ରାଣୀ ପଣ୍ଡା ଙ୍କ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି । ଦେଖିଲେ ଆପଣଙ୍କ ହୋସ ଉଡିଯିବ । ସେହି ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ଆପଣ କିଛିଦିନ ତଳେ ଦେଖିଥିବେ ରାଣୀ ଙ୍କ ର ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ କହିଥିଲେ କି ସେ ଓଡିଶା ଛାଡି ଚାଲିଯାଇଛନ୍ତି ନିଜର କ୍ୟାରିଅର ତିଆରି କରିବା ପାଇଁ । ଓଡ଼ିଶାରେ ତାଙ୍କୁ ବହୁତ ଦୁଃଖ କଷ୍ଟ ସହିବାକୁ ପଡିଛି । ତାଙ୍କୁ ଓଡ଼ିଶାରେ କେହି ବି ସାହାଯ୍ୟ କଲେ ନାହିଁ । ସେ ଯେତେ ଭଲ କାମ କଲେ ବି ତାଙ୍କୁ ସବୁବେଳେ ନିନ୍ଦା ଆଉ ଅପବାଦ ମିଳିଥିଲା । 

 

ତେବେ ବର୍ତ୍ତମାନ ରାଣୀ ତାଙ୍କର ଆଉ ଏକ ଭିଡିଓ ଭାଇରାଲ କରିଛନ୍ତି । ଯେଉଁଥିରେ କି ସେ ଏକ ମଦ ବାର ରେ ନାଚ କରୁଥିବାର ଦେଖିବାଆକୁ ମିଲିଛି । ସେ ସେଠାରେ ମଦ ଗ୍ଲାସ ଧରି ନାଚୁଥିବାର ଆପଣ ଦେଖିବାକୁ ପାଇବେ । ଏବଂ ସେଠାରେ ମଧ୍ୟ ଆହୁରି ବାର ଡ୍ୟାନ୍ସର ମାନେ ମଧ୍ୟ ନିଜର ପେଟ ଦେଖାଇ ନାଚୁଥିବାର ଆପଣ ଦେଖିବାକୁ ପାଇବେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *