ଜାଣନ୍ତୁ ଏହି ୧୦ କଥା ଯେଉଁ ଭୁଲ ପାଇଁ ଆମେ ନିଜର ଓ ପରିବାର ର ବିନାସର କାରଣ ହେଉଥାଉ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଆଲୋଚନା କରିବା କିଛି ଶୁଭ ଆଉ ଅଶୁଭ ସଂକେତ ବିଷୟ ରେ । ସମସ୍ତ 10ଟି ଅନୁଚିନ୍ତା ଆମ ଖବର କୁ ଶେଷ ଯାଏ ପଢନ୍ତୁ।

ବନ୍ଧୁଗଣ ଆପଣ ଜାଣିଛନ୍ତି ଆମ ହିନ୍ଦୁ ପୁରାଣ ହେଉ ଅବା ଶାସ୍ତ୍ର ଆମେ ସବୁବେଳେ ମାନି ଚଳିଥାଉ । ସେହିଭଳି ହିନ୍ଦୁ ପୁରାଣ ବର୍ଣ୍ଣନା କରାଯାଇଥିବା କିଛି ଶୁଭ ଆଉ ଅଶୁଭ କଥା ଯାହା ଜାଣିବା ନିହାତି ଆବଶ୍ୟକ।

ଯଦି ଝିଟିପିଟି ମସ୍ତକ ରେ ପଡେ ତାହା ରାଜ୍ୟ ଲାଭ ର ସଂକେତ ଦେଇଥାଏ ପିଠି ରେ ପଡିଲେ ଆୟୁସୂର୍ୟ ଲାଭର ସଂକେତ ଦେଇଥାଏ ଯଦି ଦକ୍ଷିଣ ହସ୍ତ ବା ଗୁଡ଼ ରେ ପଡିଲେ ଅନେକ ଶୁଭ ହେଇଥାଏ । ଯଦି ବାମ ଗୋଡ଼ ବା ହାତ ରେ ପଡେ ତାହା ଅତ୍ୟନ୍ତ ଅଶୁଭ ହେଇ ଥାଏ ।

ଶନିବାର ଦିନ ଲୋହା ଚମଡା ଜାତୀୟ ଜିନିଷ ତେଲ ଲୁଣ ଏବଂ କୋଇଲା କିଣନ୍ତି ନାହିଁ ବା ଘର କୁ ଆନନ୍ତୁ ନାହିଁ ।

ରବିବାର ଦିନ ବେଲ ଗଛ ମୂଳେ ଧୂପ ଜଳନ୍ତୁ ଏବଂ ନାଲି ରଙ୍ଗ ଫୁଲ ରଖି ପୂଜା କରନ୍ତୁ ଏମିତି ୭ ଟି ରବିବାର କରିବା ଦ୍ଵାରା ଆପଣ ଙ୍କ ମନସ୍କାମନା ପୂର୍ଣ୍ଣ ହୁଏ।

ଜାତକ ରେ ଯଦି କାଳ ସର୍ପ ଦୁଷ ଥାଏ ବା ବିବାହ ର ବିଳମ୍ବ ହୁଏ ତେବେ ଗାଧୋଇବା ପୂର୍ବ ରୁ ଗୋଟେ କର୍ପୁର ରଖନ୍ତୁ ଏହା ଦ୍ଵାରା ଶୁଭ ଫଳ ମିଳି ଥାଏ ।

ଘର ର ସାମ୍ନା ରେ ପଥର , କଣ୍ଟା ଗଛ ଏବଂ କ୍ଷୀର ବାହାରୁ ଥିବା ଗଛ ରଖନ୍ତୁ ନାହିଁ 

ଯଦି ମହିଳା ମାନେ ସିନ୍ଦୂର ପିନ୍ଧିବା ବେଳେ ହାତ ରୁ ଫରୁଆ ଖସି ପଡେ ତେବେ ମା ବୃନ୍ଦା ବତି ପାଖରେ ଦୀପ ଟିଏ ଜଳାନ୍ତୁ ଏବଂ ବେଗୁନିଆ ଡାଳ ଟେ ଭାଙ୍ଗି ଦିଅନ୍ତୁ।

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *