ଟ୍ରମ୍ପ ଦେଲେ ଚୀନ କୁ ଏକ ବଡ଼ ଝଟକା । ଟ୍ରମ୍ପ ଯିବା ପୂର୍ବରୁ ଚୀନ କୁ ସତର୍କ କରିଦେଇ ଗଲେ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିପରି ଡନାଲଡ଼ ଟ୍ରମ୍ଫ ନିଜ ଶାସନ ଗାଦି ଛାଡିବା ପୂର୍ବରୁ ଚିନ କୁ ସତର୍କ କରିଦଇଗଲେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଡନାଲଡ଼ ଟ୍ରମ୍ଫ ବର୍ତ୍ତମାନ ନିଜ ଶାସନ ଛାଡ଼ି ବାକୁ ଯାଉଛନ୍ତି ।

 

କାରଣ ବର୍ତ୍ତମାନ ଆମେରିକା ରେ ବାଇଡେନ ନୂତନ ରାଷ୍ଟ୍ରପତି ଭାବେ ସପଥ ନବାକୁ ଯାଉଛନ୍ତି । ତେବେ ବାଇଡେନ ଡେମୋକ୍ରାଟିକ ପାର୍ଟି ରୁ ନିର୍ବାଚିତ ହୋଇ ଜିତିଥିଲେ । ତେବେ ଏହି ସ୍ଥଳେ ରାଷ୍ଟ୍ରପତି ଟ୍ରମ୍ଫ ହାରି ଯାଇଥିଲେ କିନ୍ତୁ ଟ୍ରମ୍ଫ ଜଣେ ନିର୍ଭୀକ ନେତା ଥିଲେ । ସେ କାହାକୁ ଡରୁ ନ ଥିଲେ । ସେ ଦେଶ ତଥା ଦେଶ ବାହାର ସମସ୍ତ ଦେଶ ମାନଙ୍କ ସହ ଭଲ ସମ୍ପର୍କ ରଖିବାକୁ ପସନ୍ଦ କରିବା ସହ । ପାକିସ୍ତାନ ଆଉ ଚୀନ ଭଳି ଗାଲୁଆ ଦେଶ ମାନଙ୍କ ଉପରେ ।

 

ସଦା ସର୍ବଦା ତାଙ୍କର ତୀକ୍ଷଣ ନଜର ରହୁଥିଲା । ସେଥିପାଇଁ ତ ସେ କରନା ର ଉତ୍ପତି ସ୍ତଲ କୁହାଯାଉଥିବା ଚୀନ କୁ ସିଧାସଳଖ ସେ ଧମକ ଦେଇଥିଲେ । କାରଣ ଚୀନ ଜାଣିଶୁଣି କରନା କୁ ସମସ୍ତ ଦେଶ କୁ ପ୍ରସାର କରିବା ସହ ଏହାର ମୁଖ୍ୟ କାରଣ ବୋଲି ସେ ଭାବୁଥିଲେ । ସେଥିପାଇଁ ସେ ନିଜ ଶାସନ ଛାଡିବା ପୂର୍ବରୁ ଆମେରିକା ର କୌଣସି ନାଗରିକ ଚୀନ କମ୍ପାନୀ ରେ ପଇସା ନଲଗାଇବା ପାଇଁ ଏକ ସ୍ୱତନ୍ତ୍ର ନିୟମ କରିବା ସହ ତାକୁ ଲାଗୁ ମଧ୍ୟ କରିଦେଇଛନ୍ତି ।

 

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *