ଚାକିରୀ ଦେବେ ସୋନୁ ସୂଦ । କରନ୍ତୁ ଏହି ନମ୍ବର ରେ ଗୋଟିଏ କଲ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆପଣ ମାନେ ଜାଣିଛନ୍ତି କରୋନା କଟକଣା ସମୟରେ ପ୍ରବାସୀ ମାନଙ୍କର ବିପଦ ସମୟର ବନ୍ଧୁ ସାଜି ବଲିଉଡ ଅଭିନେତା ସୋନୁ ସୁଡୋ ଲୋକମାନଙ୍କର ରିଏଲ୍ ହିରୋ ସାଜି ଯାଇଛନ୍ତି । ଏବେ ସୋନୁ ଆଉ ଏକ ମାନବିକତା ର ପରିଚୟ ଦେଇଛନ୍ତି । ନିଜ କାମ ହରେଇ ଥିବା ଲୋକ ମାନଙ୍କ ପାଇଁ ରୋଜୋଗାର ନେଇ ଆସିଛନ୍ତି ।ଆସନ୍ତୁ ଜାଣିବା କେମିତିକା ରୋଜଗାର ନେଇ ଆସିଛନ୍ତି ଲୋକମାନଙ୍କ ପାଇଁ ।

 

ବନ୍ଧୁ ଗଣ ଆପଣ ମାନେ ଜାଣିଛନ୍ତି କରୋଣା କଟକଣା ସମୟରେ ଦେଶ ବ୍ୟାପି ଲକ୍ ଡାଉନ୍ ଚାଲିଥିବା ସମୟରେ  କରୁଣା କୁ ଖାତିର ନ କରି ଦେଶ ର ବିଭିନ୍ନ ଅଞ୍ଚଳ ରେ ଫସି ରହିଥିବା ପ୍ରବାସୀ ମାନଙ୍କୁ ନିଜ ଘରକୁ ପଠେଇ ବଲିଉଡ ଜଗତର ଖଳନାୟକ ସାଜି ଯାଇଥିଲେ ଲୋକମାନଙ୍କର ରିଏଲ ହିରୋ ।

 

ଏହା ପରେ ସୋନୁ ସୋନୁ ରୋଜୋଗର୍ ହରେଇ ଥିବା ଲୋକ ମାନଙ୍କ ପାଇଁ ରୋଜଗାର ନେଇ ଆସିଛନ୍ତି । ସେ ଏବେ ଏକ ଆପ ଲଂଚ କରି ଛନ୍ତି ଯାହାର ନା ପ୍ରବାସୀ ରୋଜଗାର ଆପ ଏହି ବାବଦ ରେ ସୋନୁ ନିଜ ଟୁଇଟର ପେଜ ରେ ଭିଡିଓ ପୋଷ୍ଟ କରି କହିଛନ୍ତି ।ସେ କହିଛନ୍ତି ଆଜି କାଲି ସମସ୍ତଙ୍କର ରୋଜୋଗାର୍ ଆବଶ୍ୟକ ।ଏଥି ପାଇଁ ପ୍ରବାସୀ ରୋଜଗାର ଆପ ରେ ରେଜିଷ୍ଟର କରନ୍ତୁ କିମ୍ବା କଲ୍ କରନ୍ତୁ ଏବଂ ନିଜ ମନ ପସନ୍ଦ ର ଚାକିରି ପାନ୍ତୁ।

 

ଏମିତି କିଛି କାମ କରି ସୋନୁ ଲୋକ ମାନଙ୍କର ଭଗବାନ ପାଲଟି ଯାଇଛନ୍ତି କରୁଣା ସମୟରେ ଲୋକ ମାନଙ୍କୁ ଘରେ ପହଞ୍ଚାଇଲେ ଏବଂ ଏବଂ ସେମାନଙ୍କର ପେଟ କଥା ବି ବୋଝିଲେ ।

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *