ମେଦ ବହୁଳତା କିପରି କଟିବ ଓଜନ ।  ଜାଣନ୍ତୁ ଡକ୍ଟର ଙ୍କ ପରାମର୍ଶ ପ୍ରାପ୍ତ ଏହି ସହଜ ଏବଂ ସରଳ ଉପାୟ । 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ଆପଣ ଡକ୍ଟର ଙ୍କ ପରାମର୍ଶ ପ୍ରାପ୍ତ  ଏହି ସହଜ ଏବଂ ସରଳ କାର୍ଯ୍ୟ କୁ କରନ୍ତି ତେବେ ଆପଣ ବହୁ କମ ସମୟ ମଧ୍ୟରେ ନିଜର ଶରୀର ର ଓଜନ ହ୍ରାସ କରିପାରିବେ  । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ର ସମୟରେ ପାଖାପାଖି ୧୦୦ ରୁ ୬୦ ପ୍ରତିଶତ ବ୍ୟକ୍ତି ମୋଟପା ର ଶିକାର ହେଉଛନ୍ତି । କିନ୍ତୁ ଅଫିସ ର କାମ ବ୍ୟସ୍ତତା ମଧ୍ୟରେ ସେମାନେ ନିଜର ପେଟ କୁ କୌଣସି ଉପାୟ ରେ କମାଇ ପାରୁନାହାନ୍ତି । କିନ୍ତୁ କିଛି ଘରୋଇ ଉପଚାର ଅଛି ଯାହା ସାହାଯ୍ୟ ରେ ଆପଣ ଆପଣଙ୍କ ମେଟାବଲିଜିମ ଶକ୍ତି କୁ ବୃଦ୍ଧି କରିବେ । ଯାହା ଫଳରେ ଆପଣଙ୍କ ଖାଦ୍ୟ ସହଜ ରେ ଏବଂ ସରଳ ରେ ହଜମ ହୋଇଯିବ । ଏବଂ ଆପଣ ବହୁତ ସହଜ ରେ ନିଜର ଚର୍ବି କମାଇପାରିବେ । ତେବେ ଆସନ୍ତୁ ଜାଣିବା ।

 

(୧) ଉପାୟ ହେଉଛି ଆପଣ ରାତି ସମୟ ରେ ଏକ ଗ୍ଳାସ ପାଣିରେ ଦୁଇ ଚାମଚ ଜୀରା ପକାଇ ଦିଅନ୍ତୁ ଓ ଏହାକୁ ସକାଳ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ସକାଳ ହେବା ପରେ ଆପଣ ଏହାକୁ ଗ୍ଯାସ ମାଧ୍ୟମରେ ୫ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ । ଏହା ପରେ ଆପଣ ଏକ ଛଣା ସାହାର୍ଯ୍ୟରେ ଜୀରା ଓ ପାଣିକୁ ଅଲଗା କରିଦିଅନ୍ତୁ । ପାଣିକୁ ଏକ ଗ୍ଳାସରେ ରଖିଦିଅନ୍ତୁ ଓ ସେଥିରେ ଏକ ଚାମଚ ଲେମ୍ବୁ ରସ ମିଶାଇ ତାହାର ସେବନ ଖାଲି ପେଟରେ କରନ୍ତୁ । ବନ୍ଧୁଗଣ ଏହି ମିଶ୍ରଣର ସେବନ କେବଳ ୩୦ ଦିନ କରନ୍ତୁ ଦେଖିବେ ଆପଣଙ୍କ ଶରୀରରେ ଥିବା ସମସ୍ତ ଚର୍ବି ଦୂର ହୋଇଯିବ ଓ ଆପଣଙ୍କ ଓଜନ ମଧ୍ୟ କମ ହୋଇଯିବ ।

 

(୨) ଆପଣ ସବୁଦିନ ରାତି ସମୟ ରେ ଗୋଟେ ଗ୍ଳାସ ପାଣି ମଧ୍ୟରେ ଏକ ଚାମଚ ଜୀରା ଭିଜାଇ ରଖିଦିଅନ୍ତୁ । ସକାଳ ସମୟ ରେ ଆପଣ ଏହାକୁ ଗରମ କରିଦିଅନ୍ତୁ, ଚାହା ପିଇବା ପରି ଆପଣ ସେହି ପାଣିକୁ ପିଇ ଦିଅନ୍ତୁ ଓ ଜୀରାକୁ ଚୋବାଇ ଖାଇ ଦିଅନ୍ତୁ । ବନ୍ଧୁଗଣ ଏହା ଆପଣଙ୍କ ଶରୀରରେ ଥିବା ଚର୍ବିକୁ ତରଳାଇ ଦେବ ଓ ଆପଣଙ୍କ ପେଟ ଜନିତ ସମସ୍ତ ସମସ୍ଯାକୁ ମଧ୍ୟ ଦୂର କରିଦେବେ । କିନ୍ତୁ ବନ୍ଧୁଗଣ ଏହାର ସେବନ କରିବାର ୧ ଘଣ୍ଟା ପର୍ଯ୍ୟନ୍ତ ଆପଣ ଅନ୍ୟ କୌଣସି ଜିନିଷର ସେବନ କରିବେ ନାହିଁ ।

 

ତେବେ ଏହି ଉପାୟ ଏକ ମାସ ପର୍ଯ୍ୟନ୍ତ ପ୍ରତିଦିନ ପିଅନ୍ତୁ ଦେଖିବେ ଆପଣ ଏକ ମାସ ଭିତରେ ଆପଣ ୧୫ କେଜି ଓଜନ କମାଇ ପାରିବେ । 

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *