କେତେବି ପୁରୁଣା ଚର୍ବୀ ହୋଇଥାଉ , ଦିନକୁ ୩ ଥର ପିଅନ୍ତୁ ଏହି କାଢା ,ପେଟ ର ସମସ୍ତ ଚର୍ବୀ ଘିଅ ଭଳି ତରଳି ଯିବ ।

 

ନମସ୍କାର ବନ୍ଧୁ ଗଣ ଆପନ ମାନ ଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ। ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ କିପରି ଜଣେ ମୋଟା ଲୋକ ଏହି କାଢା ପିଇବା ଦ୍ୱାରା ପତଳା ହେବା ସହ ନିଜ ଚର୍ବି କୁ କମାଇ ପାରିବ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ହଁ ଆଜ୍ଞା ଆଜି କାଲି ର ଆଧୁନିକ ଜଗତ ରେ ମୋଟା ଏକ ସାଧାରଣ କଥା ହୋଇଗଲାଣି । 

 

ଏହାର ମୁଖ୍ୟ କାରଣ ହେଲା ଜଙ୍କ ଫୁଡ଼ । ଯାହାର ଅର୍ଥ ହେଲା ବଜାର ରେ ମିଳୁଥିବା ତେଲ ଓ ମସଲା ଜାତୀୟ ଖାଦ୍ୟ ର ଅଧିକ ସେବନ । ଯାହା ଫଳ ରେ ଆପଣ ନିଜେ ରୋଗ ର ଶିକାର ହଉଛନ୍ତି ବୋଲି ଆପଣ ମାନେ ଜାଣି ପାରୁ ନାହାନ୍ତି  । ଵର୍ତମାନ ସମୟ ରେ ୫୫ ପ୍ରତିଶତ ଲୋକ ମାନଙ୍କ ର ମେଦ ବହୁଳ ରୋଗ ରେ ପୀଡିତ । ଯାହାର ଉପାୟ ସେମାନଙ୍କ ପାଖରେ ଥାଇ ମଧ୍ୟ ନିଜ ଲୋଭ କୁ ଆୟତ୍ତ କରି ନପାରି ଏହି ସବୁ ଅସୁବିଧା ଭୋଗ କରୁଛନ୍ତି ।

 

ତେବେ ଆସନ୍ତୁ ଜାଣିବା କାଢା ବିଷୟ ରେ । ତେବେ ଆପଣ ସର୍ଵ ପ୍ରଥମେ ଏକ ପାତ୍ର ରେ ପାଣି ଗରମ କରନ୍ତୁ । ପାଣି ଅଳ୍ପ ଟିକେ ଗରମ ହୋଇଗଲେ ସେଥିରେ କିଛି ତେଜପତ୍ର , ଗୁଜୁରାତି , ଡାଲିଚିନି , ଏବଂ ଏକ ଚାମଚ ଜିରା କୁ ସେହି ପାଣିରେ ପକାଇ ୧୫ ମିନିଟ ପର୍ଯ୍ୟନ୍ତ ଢ଼ାଙ୍କୁଣା କୁ ଘୋଡାଇ ଫୁଟାନ୍ତୁ । ଏହା ପରେ ଯେତେବେଳେ ପାଣି ର ରଙ୍ଗ ପରିବର୍ତ୍ତନ ହୋଇ ଯିବ ତେବେ ଏହା ପରେ ଆପଣ ତାହାକୁ ଖୋଲି ଦିନ ସାରା ସକାଳ ,ମଧ୍ୟାନ ଏବଂ ରାତିରେ ଖାଇ ସାରିବାର ୩୦ ମିନିଟ ପରେ ଆପଣ ତାକୁ ପିଅନ୍ତୁ । ଦେଖିବେ ଆପଣ ଏକ ମାସ ଭିତରେ ୬-୭ କେଜି ଓଜନ କମାଇ ପାରିବେ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *