ଯାଣନ୍ତୁ କେମିତି ଗ୍ୟାସ ସମସ୍ୟା ଦୂର କରିବା ଡକ୍ଟର ଙ୍କ ପାଖରୁ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ବନ୍ଧୁ ଗଣ ଆଜି ଆମେ ଏକ ବିଶେଷ ଘଟଣା ନେଇ ଆସିଚୁ ଯାହାକି ଗ୍ୟାସ୍ ରୋଗ ସମସ୍ୟା ଏବଂ ତାହାର ପ୍ରତିକାର ବିଷୟରେ । ଏହି ପ୍ରତିକାର ବିଷୟରେ ଜାଣିବାକୁ ଚାହୁଁଛନ୍ତି ଦୟାକରି ଆମ ଖବର କୁ ଶେଷ ଯାଏ ଦେଖନ୍ତୁ।

 

ଆପଣ ଜାଣିଛନ୍ତି ବର୍ତମାନ ସମୟ ରେ ଦେଖିବାକୁ ଗଲେ ଛୁଟ ପିଲା ଠୁ ଆରମ୍ଭ କରି ବୁଢା ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଗ୍ୟାସ୍ ରୋଗ ସମସ୍ୟା ରହିଅଛି । ତେବେ ଏହି ଗ୍ୟାସ୍ ରୋଗ ସମସ୍ୟା ର ଲକ୍ଷଣ କଣ ଏବଂ ଏହି ରୋଗ ରୁ କେମିତି ମୁକ୍ତି ପାଇବା । 

 

ଗ୍ୟାସ୍ ରୋଗ ର ଲକ୍ଷଣ ହେଲା ଛାତି ଜାଳିବା ପେଟ ର ଉପର ପାର୍ଶ୍ଵ ବଥା ହେବା , ପେଟ ଫୁଲି ଯିବା ଗ୍ୟାସ୍ ହେବା ଏଗୁଡ଼ିକ ଗ୍ୟାସ୍ ଷ୍ଟିକ୍ ର ଲକ୍ଷଣ । ଗ୍ୟାସ୍ ଷ୍ଟିକ୍ ର ମୁଖ୍ୟତଃ 2 ଟି କାରଣ ଥାଏ ଯାହାକି ଗୋଟେ ବେକ୍ତେରିଆ କରେଇ ଥାଏ ତ ନା ଏଚ୍ ପାଇଲୋରି ବେକ୍ଟରିଆ ଦ୍ଵିତୀୟ ଟି ହେଲା ପେନ୍ କିଲର । ଏଚ ପଇଲୋରି ବେକ୍ଟ୍ରିଆ ଯାହା ଦ୍ଵାରା ଆମ ପାକସ୍ଥଳୀ ରେ ପ୍ରଭାବ ପକେଇ ଥାଏ ଯାହାକି ଭବିଷ୍ୟତରେ ଆମ କୁ ଏହା ଦ୍ଵାରା କେନ୍ସର୍ ହବାର ସମ୍ଭାବନା ଥାଏ । ତେବେ ଏହି ହେଇଚି ବୋଲି ଜାଣିବା ପାଇଁ ଆମକୁ ଅଲଟ୍ରାସାଉଣ୍ଡ କରିବାକୁ ପଡ଼ିଥାଏ ।

 

ଏହି ରୋଗ ର କେମିତି ପ୍ରତିକାର କରିବା । ଏଥି ପାଇଁ ଏକ ଅନ୍ତିବାତିକ୍ ଏକ କୋର୍ସ୍ ଦିଆ ଯାଇଥାଏ ଯାହା ନାମ ହେଲା ଏମକ୍ଷୋସିଲିଁ ଅସି କ୍ଲୋରିଥିମାଇସିଁ ର ୧୦ ରୁ ୧୪ ଦିନ ର ଗୋଟେ କୋର୍ସ୍ ଦିଆ ଯାଇଥାଏ ତା ସହ ପ୍ରୂଟନ୍ ପମ୍ପ ଏନଭିତର ଯଥା ଓମିପ୍ରୋଜଲ୍, ପନ୍ତୁପ୍ରୁଜଲ୍, ଲାନୁଷ୍ପ୍ରୋଜଲ୍ ଦିଆ ଯାଇଥାଏ । ତେବେ ଆପଣ ଙ୍କୁ ଏମିତି ଲକ୍ଷଣ ଦେଖା ଦେଲେ ଆପଣ ଡାକ୍ତର ନା ଦଖେଇ ଖାଆନ୍ତୁ ନାହିଁ କାରଣ ଏମିତି ଲକ୍ଷଣ ରେ କେଂସର୍ ରୋଗ ବି ହେଇ ଥାଇପାରେ ।

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

Leave a Reply

Your email address will not be published. Required fields are marked *