ଭାଇରଲ ଖବର : ପ୍ରେମିକା କାଟିଲା ପ୍ରେମିକ ର ….! ଖବର ପଢିଲେ ତାଯୁବ ହୋଇଯିବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ ଜଣେ ଏଭଳି ପ୍ରେମିକ ବିଷୟ ରେ ଯେ ତାହାର ପ୍ରେମିକ ର ଯୌନାଙ୍ଗ କୁ କଟିଦେଇ ତାକୁ ଛାଡି ପଳାଇଥିଲେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

  ତେବେ କଥା ତ ଅବିଶ୍ୱାସ ଲାଗୁଥିଲେ ବି ସତ୍ୟ । କାରଣ ଘଟଣା ଟି ଆମ୍ଭ ଭାରତ ରେ ହୋଇଅଛି । ଏଭଳି ଘଟଣା ଟି ହରିୟାଣା ର ଫରିଦାବାଦ ଜିଲ୍ଲା ର ଜବଲ ନଗର ରେ ସାମ୍ନା କୁ ଆସିଛି । ଯାହା ବର୍ତ୍ତମାନ ସେ ସ୍ଥାନରେ ଚର୍ଚ୍ଚା ର ବିଷୟ ପାଲଟିଛି । ତେବେ ଜବଲନଗର ଅଞ୍ଚଳ ରେ ଥିବା ଏକ ଘରୋଇ ମେଡ଼ିକାଲ  ବିହାର ଭାଗଲପୁର ଅଞ୍ଚଳ ର ଜଣେ ଯୁବକ କାମ କରୁଥିଲା ।

 

 ସେ ସେଠାକାର ଜଣେ ବାସିନ୍ଦା ‘ଖୁସବୁ ରାଠୋର’ ଝିଅ ଘର ଏକ ଜମିଦାରୀ ପରିବାର ର ଥିଲେ । ପୁଅ ଝିଅ ପରସ୍ପର କୁ ଭଲ ପାଇ ବସିଲେ ତାଙ୍କ ମଧ୍ୟରେ ବହାଘର ପୂର୍ବରୁ ଅନିତିକ ସମ୍ପର୍କ ଗଢି ଉଠିଥିଲା । ପରବର୍ତ୍ତୀ ସମୟ ଲକଡାଉନ କାରଣରୁ ପୁଅଟି ନିଜର ଚାକିରି ହରାଇଥିଲା  । ଯାହା ଫଳରେ ପୁଅ ଟି ଝିଅ କୁ ଛାଡି ନିଜର ଘର ବିହାର ପାଲାଇ ଆସିବ ବୋଲି ବାହାରିଥିଲା । 

 

ସେହି ସମୟ ରେ ଝିଅ ଟି ଜାଣିପାରି ପୁଅ ଧୋକା ଦେଉଥିବା ର ଭାବି ଝିଅ ନିଜର ଭାଇ ମାନଙ୍କ ସହ ଆସି ପୁଅ ଟିର ଯୌନାଙ୍ଗ କାଟି ଦେଇଥିଲେ । ଏବଂ ସେ ସ୍ଥାନ ରୁ ଚାଲି ଯାଇଥିଲେ । ପରବର୍ତ୍ତୀ ସମୟରେ ସେହି ମେଡ଼ିକାଲ ର କିଛି ବନ୍ଧୁ ଆସି ପୁଅ କୁ ସେଠାରୁ ଉଦ୍ଧାର କରିବା ସହ ପାଖ ମେଡ଼ିକାଲ ରେ ରଖିଛନ୍ତି । ଯେଉଁ କଥା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *