ଦେଖନ୍ତୁ ଭିଡ଼ିଓ : ଅନୁଭବ ବର୍ଷା ଙ୍କ LIVE ଝଗଡା ଭିଡ଼ିଓ …ଦେଖ କେମିତି ଦୁଇ ଜଣ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ବି ଆପଣ ଙ୍କ ପାଇଁ ଅନୁଭବ ଆଉ ବର୍ଷା ଙ୍କୁ ନେଇ ଆଉ ଏକ ଦମଦାର ଖବର ନେଇ ଆସିଚୁ ।ଯାହା ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ ।

 

ବନ୍ଧୁଗଣ ଆପଣ ଜାଣିଛନ୍ତି ସିନେ ଜଗତ ସୁପର ହିଟ୍ ଯୋଡି ବର୍ଷା ଆଉ ଅନୁଭବ ଙ୍କୁ ନେଇ ପାରିବାରିକ କଳି ଚାଲିଛି ଏବଂ ଦୁଇ ଜଣଙ୍କ ମାମଲା ଏବେ ସୁପ୍ରିମକୋର୍ଟର ରେ ବିଚାରାଧୀନ ଅଛି ।ଏହାରି ଭିତରେ ପ୍ରତିଦିନ ସେ ଦୁଇ ଜଣ ଙ୍କୁ ନେଇ ନୂଆ ନୂଆ ଘଟଣା ସାମ୍ନା କୁ ଆସୁଛି। ଏହି କିଛି ଦିନ ହେବ ଜାଗୃତି ଏବଂ ଅନୁଭବ ଆଉ ବର୍ଷା ଙ୍କୁ ନେଇ ନୂଆ ଏକ ଘଟଣା ସାମ୍ନା କୁ ଆସିଥିଲା  । ଏହାରି ଭିତରେ ଆଉ ଏକ ମାମଲା ଆସିଛି । 

 

ଯାହା କି ଅନୁଭବ ବର୍ଷା ଙ୍କ ବେଡ୍ ରୁମ୍ କୁ ଯାଇ ବର୍ଷା ଙ୍କୁ କିଛି କହିବା ରେ ଜଣା ପଡୁଛି ।ଯାହା କି ଅନୁଭବ ବର୍ଷା ଙ୍କୁ କହୁଛନ୍ତି ଯେତେ ଦିନ ଯାଏ ମୋ ବାପା ମା ଙ୍କ ହାତ ମୋ ମୁଣ୍ଡ ଉପରେ ଥିବ ମତେ କେହି ହରେଇ ପାରିବେ ନାହିଁ । ଏବଂ ଏବଂ ବର୍ଷା ଙ୍କୁ ଅନୁଭବ ସୁନା ବେପାର କରୁଛନ୍ତି କହିଛନ୍ତି । ଏବଂ ବର୍ଷା ଆଣିଥିବା ଅଭିଯୋଗ ପୁରା ସଂଜ୍ଞାହୀନ ବୋଲି ଅନୁଭବ ବର୍ଷା ଙ୍କୁ କହିଛନ୍ତି । ତେବେ ଏ ସବୁ ଜାଣିବା ପାଇଁ ଭିଡିଓ କୁ ଦେଖନ୍ତୁ ।

 

 ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *