ସାବଧାନ ଗୁଗଲ ର ନୂଆ ଗାଇଡ଼ଲାଇନ । ଏବେ ଏହି ୬ ଟି ଜିନିଷ ସର୍ଚ୍ଚ କଲେ ଯିବେ ଜେଲ

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ ଯଦି ଆପଣ ଏହି  ୬ ଟି ଜିନିଷ ଗୁଗୁଲ ରେ ସର୍ଚ୍ଚ କରୁଛନ୍ତି  । ତେବେ ଆପଣଙ୍କୁ ହୋଇପାରେ ଜେଲ ଦଣ୍ଡ କିମ୍ବା ଦେଇ ପାରନ୍ତି ଜୋରିମାନା । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଆଗ କାଳ ରେ ଲୋକ ମାନଙ୍କ ଯଦି କୌଣସି ପ୍ରଶ୍ନ ଉପରେ କିଛି ବି ସନ୍ଦେହ ରହୁଥିଲା ସେମାନେ କୌଣସି ବହି ଖୋଜୁଥିଲେ । ସେମାନେ କେତେକ କ୍ଷେତ୍ରରେ ଉତ୍ତର ପାଉ ଥିଲେ । କେତେକ କ୍ଷେତ୍ରରେ ଉତ୍ତର ମଧ୍ୟ ପାଉ ନଥିଲେ । ବର୍ତ୍ତମାନ ସମୟରେ ଯେ କୈଣସି ବିସୟ ରେ ଯଦି ଆପଣ ଙ୍କ ର  କୌଣସି ବି ଅସୁବିଧା ଅଛି ତ ।

ଆପଣ ସଙ୍ଗେ ସଙ୍ଗେ ଗୁଗୁଲ ରେ ସର୍ଚ୍ଚ କରନ୍ତି ଏହା ର ଉତ୍ତର ପାଇବା ପାଇଁ । ତେବେ ଆସନ୍ତୁ । କିନ୍ତୁ କଣ ଆପଣ ଜାଣନ୍ତୁ ଯଦି ଆପଣ ଭୁଲ ରେ ଏହି ସବୁ ତଥ୍ୟ କୁ ଗୁଗୁଲ ରେ ସର୍ଚ୍ଚ କରୁଥାନ୍ତି ତେବେ ଆପଣ ଜେଲ ଯାଇ ପାରନ୍ତି  । ତେବେ ଆସନ୍ତୁ ଜାଣିବା ଏହି ୬ ଟି ଜିନିଷ ବିଷୟ ରେ  । 

(୧) ଭୁଲ ରେ କେବେବି କୌଣସି ଧ୍ୱଂସ କାରୀ ବମ ତିଆରି ପ୍ରଣାଳୀ ବିଷୟ ରେ ଆପଣ ସର୍ଚ୍ଚ କରନ୍ତୁ ନାହିଁ ।

(୨) କେବେବି ଭୁଲ ରେ କୌଣସି ହତିଆର ଯେପରିକି ବନ୍ଧୁକ ଆଦି ସପ୍ଲାଏ ସମ୍ବନ୍ଧରେ ସର୍ଚ୍ଚ କରନ୍ତୁ ନାହିଁ ।

(୩) କିଭଳି ଭାବେ ବିଷ ତିଆରି ପ୍ରଣାଳୀ ସମ୍ପର୍କରେ ଆପଣ ସର୍ଚ୍ଚ ମାରନ୍ତୁ ନାହିଁ ।

(୪) ଭୁଲ ରେ କେବେବି କୌଣସି ଆତଙ୍କ ବାଦ ସହ କିଭଳି ଭାବେ ଜଡ଼ିତ ହେବେ ସେ ସମ୍ପର୍କରେ ଆପଣ ସର୍ଚ୍ଚ କରନ୍ତୁ ନାହିଁ ।

(୫) କେବେବି ଗର୍ଭପାତ ସମ୍ପର୍କରେ ସର୍ଚ୍ଚ ମାରନ୍ତୁ ନାହିଁ ।

(୬) ନିଜର ନାମ ,ଫୋନ ନମ୍ବର କିମ୍ବା ଇମେଲ ଆଡ୍ରେସ ର ବିବରଣୀ ସମ୍ପର୍କରେ ସର୍ଚ୍ଚ ମାରନ୍ତୁ ନାହିଁ। 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *