ବଲିଉଡ଼ ର ଏହି ୫ ଜଣ ସେଲବ୍ରିଟି ଲକଡାଉନ ରେ ପ୍ରେଗନେଟ ହୋଇଗଲେ। ୪ଥ ନାଁ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ ବଲିଉଡ ର ଏହି ୫ ଜଣ କଳାକାର ଙ୍କ ସମ୍ପର୍କରେ ଯିଏ ଲକ ଡାଉନ ରେ ପ୍ରେଗନେଟ ହୋଇଛନ୍ତି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ତେବେ ବଲିଉଡ ରେ ଏମିତି ବହୁ କଳାକାର ଅଛନ୍ତି ଯେଉଁମାନେ ନିଜର କାର୍ଯ୍ୟ ତଥା ନିଜର ଫେସନ କୁ ନେଇ ବହୁବାର ଚର୍ଚ୍ଚା ରେ ରହିଛନ୍ତି । ତାଙ୍କର ଅନ୍ଦାଜ ତାଙ୍କ ଷ୍ଟାଇଲ ସବୁ ସମୟ ରେ ଅନ୍ୟ ମାନେ ଅନୁସରଣ କରନ୍ତି । ତେବେ ବର୍ତ୍ତମାନ ବଲିଉଡ ରେ ପ୍ରେଗନେଟ ସିଜିନ ର ଆରମ୍ଭ ହୋଇ ଯାଇଛି । ସେମାନେ ବର୍ତ୍ତମାନ ନିଜର ପ୍ରେଗନେଟ ଥିବାର ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଆସିଛି । ତେବେ ଆସନ୍ତୁ ଜାଣିବା ବଲିଉଡ ର ସେହି ୫ ଟି ଯୋଡି ସମ୍ପର୍କ ରେ  ।

(୧) କୋହଲି ଏବଂ ଅନୁଷ୍କା ଙ୍କ ଯୋଡି ବର୍ତ୍ତମାନ ଚର୍ଚ୍ଚା ସାଉଁଟିଛି । ଜେବେଠାରୁ ଅନୁଷ୍କା ମା ହେବେ ବୋଲି ନିଜ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି ସେବେଠାରୁ ସେ ଚର୍ଚ୍ଚା ରେ ରହିଛନ୍ତି ।

(୨)ସୈଫ ଏବଂ କରିନା  ଙ୍କ ଯୋଡି । ବର୍ତ୍ତମାନ କରିନା ପ୍ରେଗନେଟ ଅଛନ୍ତି ବୋଲି ସେ ନିଜ ସୋସିଆଲ ମିଡ଼ିଆ ରେ କରିଥିବା ଏକ ଫୋଟୋ ରୁ ଜଣାପଡୁଛି । 

(୩) ରଣବିର ସିଂ ଏବଂ ଦୀପିକା । ବର୍ତ୍ତମାନ ଦୀପିକା ପ୍ରେଗନେଟ ଅଛନ୍ତି ବୋଲି ରଣବିର ନିଜ ର ଇଂଷ୍ଟାଗ୍ରାମ ଆଇଡି ରେ ପୋଷ୍ଟ କରି କହିଥିଲେ ।

(୪) ତେବେ ଚତୁର୍ଥ ଯୋଡି ହେଉଛନ୍ତି ନିକ ଏବଂ ପ୍ରିୟଙ୍କା । ବର୍ତ୍ତମାନ ପ୍ରିୟଙ୍କା ପ୍ରେଗନେଟ ଅଛନ୍ତି ବୋଲି ଏକ ଗଣ ମାଧ୍ୟମ ରେ କହିଛନ୍ତି ।

(୫) ତେବେ ପଞ୍ଚମ ରେ ଅଛନ୍ତି ପାଣ୍ଡିଆ ଏବଂ ନତାସା । ନତାସା ତେବେ ନତାସା ବର୍ତ୍ତମାନ ପ୍ରେଗନେଟ ଅଛନ୍ତି ଯାହାର ଏକ ଫୋଟୋ ପାଣ୍ଡିଆ ନିଜ ଇଂସ୍ଟଗ୍ରାମ ଆଇଡି ରେ ସେୟାର କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *