୨୦୨୧ କେମିତି କଟିବ ମେଷ ରାଶି ଯାଣନ୍ତୁ …ପୁରା, ଧନ,ସ୍ୱାସ୍ଥ..

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ । ଆଜି ଆମେ ନୂଆ ବର୍ଷା ପାଇଁ ରାଶି ଫଳ ବିଷୟ ରେ କିଛି ଖବର ନେଇ ଆସିଚୁ।ଆସନ୍ତୁ ଜାଣିବା ମେଷ ରିଶି ର ୨୦୨୧ ର ରାଶି ଫଳ ।

 

ମେଷ ରାଶି ର ୨୦୨୧ ର ରାଶିଫଳ କେମିତି ରହିବ ତାଙ୍କ ଗ୍ରହ କ୍ଷେତ୍ର କେମିତି ରହିବ ତାଙ୍କ ୨୦୨୧ ର ଜୀବନ ପରିବର୍ତନ । କେମିତି ରହିଛି ଗ୍ରହ ମାନଙ୍କର ଫଳ ଫଳ କେମିତି କରିବେ ଅଶୁଭ ଗ୍ରହ ମାନଙ୍କର ପ୍ରତିକାର । ଧନୁରେ ରବି , ବୁଦ୍ଧ କର୍କଟ ରେ ଚନ୍ଦ୍ର ,ମେଷ ରେ ମଙ୍ଗଳ ,ମକର ରେ ଗୁରୁ ,ଶନି ବିଛା ରେ ଶୁକ୍ର ,ବୃଷ ରେ ରହୁ ଥିବା ରେ ବର୍ଷ ଚକ୍ର ଆରମ୍ଭ ହେବ । ଗୁରୁ ଏପ୍ରିଲ୍ ମାସ ୬ ରେ କୁମ୍ବ ରାଶି କୁ ଗମନ କରିବେ ସେପ୍ଟେମ୍ବର ମାସ ରେ ୧୪ ରେ ପଶିବେ ।

 

ତେବେ ଜାଣିବା କେମିତି ମେଷ ରାଶି ର ୨୦୨୧ ମସିହା କଟିବ। ୨୦୨୧ ରେ ମେଷ ରାଶି ରେ ଜାତକ ରେ ମହିଳା ପୁରୁଷ ମାନଙ୍କ ର ଜାତକ ରେ ରବି  ବୁଦ୍ଧ ନବମ ଭାଗରେ ଏବଂ ଜନ୍ମ ରାଶି କୁ ଗୁରୁ ଶନି ଦଶମ ଭାଗରେ ଶୁକ୍ର କେତୁ ଅଷ୍ଟମ ଭାଗରେ ରହୁ ଦ୍ଵିତୀୟ ଭାଗରେ ଅବସ୍ଥାନ କରୁଛନ୍ତି । ଯାହା ଫଳ ରେ ରବି ଶୁକ୍ର ଶନି ଶୁଭ ଫଳ ପ୍ରଦାନ କରିବି ।ଅନ୍ୟ ଗ୍ରହ ମାନେ ଅଶୁଭ ଫଳ ପ୍ରଦାନ କରିବା ରୁ ପ୍ରତିକାର କଲେ କିଛି ତା ଅଂଶ ରେ ଶୁଭ ହେବ । ବିସେଶ୍ୱତ ମହା ଦାସ ପଞ୍ଚଦଶ ମହା ଦଶା ଶୁଭ ଥିଲେ ଗୁଚର ଗ୍ରହ ମାନଙ୍କ ର ସେତେ ପ୍ରଭାବ ପଡ଼ିବ ନାହିଁ । ରବି ବୁଧ ଭାଗ୍ୟ ଭାବରେ ଥାଇ ବର୍ଷା ଆରମ୍ଭ ହେଇଥିବା ରୁ ରବି ଆଉ ବୁଦ୍ଧ ର ମିଶ୍ରଣ ରେ ବୁଦ୍ଧାଦିତ୍ୟ ଯୁଗ ସୃଷ୍ଟି ହେଉଛି। ଯାହା ଫଳ ରେ ଖ୍ୟାତି ମିଳିବା ସହ ।କେରିଆର୍ ରେ ବିଶେଷ ଲାଭ ଦାୟକ ହେବା ।ମେଷ ରାଶି ମାନଙ୍କ ର ସମ୍ମାନ ଏବଂ ପଦବୀ ରେ ବୃଦ୍ଧି ହେବ ।ନୂତନ ଗୃହ ଯାନ ବାହନ ଏବଂ ସମ୍ପତ୍ତି କିଣିବା ରେ ଯୁଗ ଅଛି ।

 

ଧାର୍ମିକ କାମ ରେ ସଫଳତା ପାଇବେ ଅନ୍ୟ ର ଦୁଃଖ ଦୁର୍ଦ୍ଦଶା ଦୂର କରିବାକୁ ପ୍ରୟାସ କରିବେ । ଜୀବନ ସାଥି ଙ୍କ ସମ୍ପର୍ନ୍ନ ସହାୟ ପାଇବେ ।ମିତ୍ର ଙ୍କ ଦ୍ଵାରା ବନ୍ଦ ଥିବା କାମ ଚାଲୁ କରିବେ । ଧରମ ଅନୁଷ୍ଟ ,ଯଜ୍ଞ ଅନୁଷ୍ଠାନ ଏବଂ ପଞ୍ଚାୟତ କ୍ଷେତ୍ର ରେ କାମ କରିବାକୁ ଉତ୍ସାହିତ ହେବେ ବିଦେଶ ରେ ପାଠ ପଡ଼ିବାକୁ ଇଛା ଥିବା ଲୋକ ଙ୍କୁ ସଫଳ ମିଳିବ । ଅନ୍ତ ରାଷ୍ଟ୍ରୀୟ ଖେତତର ରେ ଖ୍ୟାତି ଅର୍ଜନ କରିପାରିବେ । ବିଦେଶ ଏବଂ ବାଣିଜ୍ୟ କ୍ଷେତ୍ର ରେ ସଫଳ ପାଇବେ ।

 

କର୍ମ କ୍ଷେତ୍ର ରେ କର୍ମ ଉନ୍ନତି ହେବ । ଭବିଷ୍ୟତ ର ଯୁଜାନ ଏବଂ ସ୍ୱପନ ଦେଖିବା ର ବୃଦ୍ଧି ପାଇବେ । ବେବସ୍ୟୟ କ୍ଷେତ୍ର ରେ ଭଲ ଲାଭ ହେବା 

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

Leave a Reply

Your email address will not be published. Required fields are marked *