ଆପଣଙ୍କ ମୃତ୍ୟୁ କେବେ ହେବ ଆପଣ ଜାଣିପାରିବେ । ତେବେ ଏହି ସଙ୍କେତ ସହଜରେ ଆପଣ ଜାଣିପାରିବେ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିପରି ଆପଣ ଜାଣିପାରିବେ ଆପଣଙ୍କ ମୃତ୍ୟୁ କେବେ ହେବାକୁ ଯାଉଛି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

ହଁ ଆଜ୍ଞା କଥା ଟା ହୁଏତ ଅବିଶ୍ୱାସ ଲାଗୁଥାଇ ପାରେ କିନ୍ତୁ କଥା ଟା ସମ୍ପୂର୍ଣ୍ଣ ସତ୍ୟ ଅଟେ । ଏ ଦୁନିଆରେ ଦୁଇ ଟି ଜିନିଷ ନିତ୍ୟନ୍ତ ସତ୍ୟ ପ୍ରଥମ ଟି ଜନ୍ମ ଦ୍ଵିତୀୟ ଟି ମୃତ୍ୟୁ  । ତେବେ ଜନ୍ମ କୁ ସବୁ ଖୁସି ପାଆନ୍ତି କିନ୍ତୁ ମୃତ୍ୟୁ କୁ କେହିବି ସହ୍ୟ କରି ପାରନ୍ତି ନାହିଁ । ତେବେ ମୃତ୍ୟୁ ବି ଚିରନ୍ତନ ସତ୍ୟ ଅଟେ । 

ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଅଙ୍କ ଦବାକୁ ଯାଉଛୁ ଯେଉଁଥିରୁ ଆପଣଙ୍କୁ ଆଖି ବନ୍ଦ କରି ଗୋଟେ ଅଙ୍କ ଉପରେ ଆଙ୍ଗୁଳି ରଖିବାକୁ ହବ ଓ ଆମେ ଆପଣଙ୍କୁ ଆପଣଙ୍କ ପ୍ରଶ୍ନ ଉତ୍ତର କହିବୁ ।  ଆପଣ ସର୍ବପ୍ରଥମେ ୧-୧୨ ପର୍ଯ୍ୟନ୍ତ ଲେଖି ତାଙ୍କ ସାମ୍ନା ରେ ରଖି ଦିଅନ୍ତୁ ତେବେ ସେମାନେ ଯେଉଁ ନମ୍ୱର ଉପରେ ହାତ ରଖିବେ ସେହି ଅନୁସାରେ ତାଙ୍କର  ଜୀବନ ଶେଷ ହେବ ।

୧.  ଯେଉଁ ମାନେ ୧ ଉପରେ ଆଙ୍ଗୁଳି ରଖିଛନ୍ତି ସେ ମାନେ  ୮୨ ବର୍ଷରେ ମାର୍ଗଶିର ମାସ ଅମାବାସ୍ୟା ଦିନ ମୃତ୍ୟୁ ବରଣ କରିବେ ଓ ନାଳ ରକ୍ତ ଚାଡା ରୋଗରେ ମୃତ୍ୟୁ ପାଇବେ ।

୨. ଯେଉଁ ମାନେ ୨ ଉପରେ ଆଙ୍ଗୁଳି ରଖିଛନ୍ତି ସେ ମାନେ ୭୮ ବର୍ଷ ର ଆରମ୍ଭ ପୌଷ ମାସରେ ନିମୋନିଆ ରୋଗରେ ମୃତ୍ୟୁ ବରଣ କରିବେ

୩. ଯେଉଁ ମାନେ ୩ ଉପରେ ଆଙ୍ଗୁଳି ରଖିଛନ୍ତି ସେ ମାନେ ୮୬ ବର୍ଷରେ କାର୍ତିକ ମାସରେ କୌଣସି ପ୍ରକାର ପୀଡାରେ ମୃତ୍ୟୁ ପାଇବେ ।

୪. ଯେଉଁ ମାନେ ୪ ଉପରେ ଆଙ୍ଗୁଳି ରଖିଛନ୍ତି ସେ ମାନେ ୭୯ ବର୍ଷ ପାର କରି ଜ୍ୟେଷ୍ଠ ମାସରେ ଆରାମ ମୃତ୍ୟୁ ପାଇବେ ଆପନାଙ୍କୁ କୌଣସି ପ୍ରକାର କଷ୍ଟ ହବ ନାହିଁ ।

୫. ଯେଉଁ ମାନେ ୫ ଉପରେ ଆଙ୍ଗୁଳି ରଖିଛନ୍ତି ସେ ମାନେ ୯୩ ବର୍ଷ ପରେ ବୈଶାଖ ମାସରେ କୌଣସି ଗମ୍ଭୀର ରୋଗ ଦ୍ଵାରା ଆକ୍ରାନ୍ତ ହୋଇ ମୃତ୍ୟୁ ପାଇବେ ।

୬. ଯେଉଁ ମାନେ ୬ ଉପରେ ଆଙ୍ଗୁଳି ରଖିଛନ୍ତି ସେ ମାନେ ୮୯  ବର୍ଷ ପରେ ଶ୍ରାବଣ ମାସରେ ନିଶ୍ଵାସ ରୋଗରୁ ମୃତ୍ୟୁ ବରଣ କରିବେ ।

୭. ଯେଉଁ ମାନେ ୭ ଉପରେ ଆଙ୍ଗୁଳି ରଖିଛନ୍ତି ସେ ମାନେ ୯୧ ବର୍ଷ ପୂର୍ଣ କରି ଫାଲଗୁନ ମାସରେ ପାଣି ରୋଗରେ ମୃତ୍ୟୁ ପାଇବେ ।

୮. ଯେଉଁ ମାନେ ୮ ଉପରେ ଆଙ୍ଗୁଳି ରଖିଛନ୍ତି ସେ ମାନେ ୮୦ ବର୍ଷ ଭୋଗ କରି ପୁଷ ମାସରେ ସାମାନ୍ଯ ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିବେ ।

୯. ଯେଉଁ ମାନେ ୯ ଉପରେ ଆଙ୍ଗୁଳି ରଖିଛନ୍ତି ସେ ମାନେ ୭୧ ବର୍ଷରେ ମାଘ ମାସ ରେ । କୌଣସି ମୁତ୍ର ରୋଗ ବା ଜର ବା ବାତ ଭଳି ରୋଗରେ ପୀଡିତ ହୋଇ ଦେହ ତ୍ୟାଗ କରିବେ ।

୧୦.  ଯେଉଁ ମାନେ ୧୦ ଉପରେ ଆଙ୍ଗୁଳି ରଖିଛନ୍ତି ସେ ମାନେ  ୭୯ ବର୍ଷ ବୟସରେ ବୈଶାଖ ମାସ ରେ । କୌଣସି ଅମାବାସ୍ୟାରେ ଆପାନାଙ୍କୁ ହଟାତ ଛାତିରେ ଯନ୍ତ୍ରଣା ଦ୍ଵାରା ମୃତ୍ୟୁ ପାଇବେ ।

୧୧. ଯେଉଁ ମାନେ ୧୧ ଉପରେ ଆଙ୍ଗୁଳି ରଖିଛନ୍ତି ସେ ମାନେ ୫୦ରୁ ୬୦ ମଧ୍ୟରେ ଶୁକ୍ଳ ପକ୍ଷ ଏକାଦଶୀ ଦିନ  ସହଜ ରେ କୌଣସି ପ୍ରକାରରେ ମୃତ୍ୟୁ ପାଇବେ ।

୧୨. ଯେଉଁ ମାନେ ୧୨ ଉପରେ ଆଙ୍ଗୁଳି ରଖିଛନ୍ତି ସେ ମାନେ ୯୯ ବର୍ଷରେ ମାର୍ଗଶିର ମାସରେ ସାଧାରଣ ଜର ଦ୍ଵାରା ଦେହ ତ୍ୟାଗ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *