ପାକିସ୍ତାନ କ୍ରିକେଟ ଦଳ ର ଅଧିନାୟକ ଙ୍କୁ ପାକିସ୍ତାନ ସରକାର କରିବେ ନପୁଂସକ । କାରଣ ଜାଣିଲେ ଉଡିବ ହୋସ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜମ ଙ୍କ ନାମ ରେ ଯୌନ ନିର୍ଯାତନା ମାମଲା ବିଷୟ ରେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ପାକିସ୍ତାନ ରେ ଜଣେ ମହିଳା ତାଙ୍କ କ୍ରିକେଟ ଦଳ ର ଅଧିନାୟକ ତାଙ୍କୁ ଦୀର୍ଘ ୧୦ ବର୍ଷ ଯୌନ ନିର୍ଯାତନା ଦେଇ ଥିବାର ଅଭିଯୋଗ ବର୍ତ୍ତମାନ ସାମ୍ନା କୁ ଆସିଛି । ବାବର ଆଜମ ଙ୍କ ବିରୁଦ୍ଧ ରେ ଯୌ- ନଶୋଷଣ ର ଅଭିଯୋଗ କରି ପାକିସ୍ତାନୀ ମହିଳା କହିଛନ୍ତି ଯେ ବାବର ଆଜାମ ଜଣେ କ୍ରିକେଟ ର ନଥିବା ସମୟ ରୁ ଆମର ଦୁହିଁଙ୍କ ର ସମ୍ପର୍କ ଥିଲା । 

ମହିଳା ଅଭିଯୋଗ କରିଛନ୍ତି ଯେ ବାବର ଆଜାମ ତାଙ୍କୁ କୋର୍ଟ ବିବାହ ପ୍ରତିଶୃତି ଦେଇଛନ୍ତି । ୨୦୧୦ ରେ ସେ ମୋତେ ପ୍ରସ୍ତାବ ଦେଇଥିଲେ ଏବଂ ମୁଁ ଏହାକୁ ସ୍ୱୀକାର କଲି । ମହିଳା ଜଣକ କହିଛନ୍ତି ଯେ ବାବର ଆଜାମ ମୋତେ ୧୦ ବର୍ଷ ପର୍ଯ୍ୟନ୍ତ ଯୌ- ନଶୋଷଣ କରିଥିଲେ । ୨୦୧୬ ରେ ଯେତେବେଳେ ସିଏ ଗର୍ଭବତୀ ବୋଲି ବାବର ଙ୍କୁ ଜଣାଇଲେ ବାବର ତାଙ୍କୁ ଗର୍ଭପାତ କରିବାକୁ ମଧ୍ୟ କହିଥିଲେ ।

 

 ମହିଳା ଜଣକ କହିଛନ୍ତି ଯେ ୨୦୧୭ ରେ ମୁଁ ବାବର ଙ୍କ ବିରୋଧ ରେ ନାସିରାବାଦ ଷ୍ଟେସନ ପୋଲିସ ନିକଟ ରେ ଅଭିଯୋଗ କରିଥିଲି କିନ୍ତୁ ପୋଲିସ କିଛି ପଦକ୍ଷେପ ନେଇ ନଥିଲା । ବଳାତ୍କାରକାରୀ ଙ୍କୁ ଦଣ୍ଡ ଦେବା ପାଇଁ ପାକିସ୍ତାନ ର ଇମ୍ରାନ ଖାନ କ୍ୟାବିନେଟ ଏକ ନିୟମ ପ୍ରଣୟନ କରିଛନ୍ତି ।

 

ଯେଉଁଥିରେ ଦୁର୍ବ୍ୟବହାରକାରୀ ଙ୍କୁ ନପୁଂସକ କରିବାର ନିୟମ ରହିଛି । ତାହା ହେଉଛି, ଯଦି ବାବର ଆଜମଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ନୂତନ ନିୟମ ଅନୁଯାୟୀ ତାଙ୍କୁ ଶାରୀରିକ ସ୍ତରରେ ଅକ୍ଷମ କରାଯାଇପାରେ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *