ଦେଖନ୍ତୁ ଏହି ଆଶ୍ଚର୍ଯ୍ୟକର ଭିଡ଼ିଓ ମୁଣ୍ଡ ନଥାଇ ବି କୁକୁଡ଼ା ବଞ୍ଚିଛି ଆଉ ଦୌଡୁଛି ବି….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ  ଜଣାଇ ବାକୁ ଯାଉଛୁ ଏକ ମୁଣ୍ଡ ନଥିବା କୁକୁଡ଼ା ବିଷୟ ରେ   ।  ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।  ତେବେ ଏହି ତଥ୍ୟ ଟି ଅବିଶ୍ୱାସ ଲାଗୁଥିଲେ ବି ସତ୍ୟ । ତେବେ ଘଟଣା ଟି ଘଟିଛି ଆମେରିକା ର ଏକ ଅଞ୍ଚଳ ।

 

 ଘଟଣା ଟି ପ୍ରକୃତ ରେ ୭୫ ବର୍ଷ ର ପୁରୁଣା ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ହଁ ଆଜ୍ଞା ସେହି ମୁଣ୍ଡ ନଥିବା କୁକୁଡା  ର  ଫୋଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି । ତେବେ ତଥ୍ୟ ଅନୁସାରେ ଆମେରିକା ର ଜଣେ ବାସିନ୍ଦା ଲୁଇଲା ହୁଇଲସନ ଏବଂ ତାଙ୍କ ପତ୍ନୀ କ୍ଲାରା ହୁଇଟା ସ୍ତିତ ତାଙ୍କର ଏକ ଚାଷ ଜମି ରେ କୁକୁଡ଼ା ଚାଷ କରନ୍ତି । ଏବଂ କୁକୁଡ଼ା ବେକ କୁ କାଟି ମଲା କୁକୁଡା ସବୁ କୁ ପାଖ ଥିବା ଏକ ମାର୍କେଟ କୁ ବିକ୍ରୀ କରିବାକୁ ନିଅନ୍ତି  ।

 

କିନ୍ତୁ  ସେଦିନ କଥା ଥିଲା ସମ୍ପୂର୍ଣ୍ଣ ଅଲଗା । ସେଦିନ ସେ ୧୫୦ -୨୦୦ କୁକୁଡ଼ା ର ମୁଣ୍ଡ କୁ କାଟିଥିଲେ କିନ୍ତୁ ସେଥି ମଧ୍ୟରୁ ଗୋଟିଏ କୁକୁଡା ମୁଣ୍ଡ ନଥାଇ ମଧ୍ୟ ବଞ୍ଚି ରହିଥିଲା । ତେବେ ସେହି କୁକୁଡ଼ା କୁ ଦେଖିଲା ପରେ ହୁଇଲସନ ଏବଂ କ୍ଲାରା ଙ୍କର ହୋସ ଉଡ଼ିଗଲା । ଏବଂ ସ୍ଥାନୀୟ ଅଞ୍ଚଳ ରେ କଥା ଟା ସଂଗେ ସଂଗେ ବ୍ୟାପି ଗଲା । କୁକୁଡ଼ା ଟି ମୁଣ୍ଡ କାଟିବାର ୧୨ ମାସ ଯାଏ ଜୀବିତ ରହିଲା ।

 

 

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *