ଜାଣନ୍ତୁ ଓଲିଉଡ କମେଡିଆନ୍ ପ୍ରଜ୍ଞା ଙ୍କ ର ରିଏଲ୍ ଲାଇଫ୍ ଏବଂ ଜୀବନୀ ସମ୍ପର୍କ ରେ କିଛି ଅଜଣା କଥା ।

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ  ଓଲିଉଡ କମେଡିଆନ୍ ପ୍ରଜ୍ଞା ଙ୍କ ର ରିଏଲ୍ ଲାଇଫ୍ ଏବଂ ଜୀବନୀ ସମ୍ପର୍କ ରେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ସମୟରେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ରେ ପ୍ରଜ୍ଞାନ ହେଉଛନ୍ତି ଜଣେ ସୁପର ହିଟ କଳାକାର । ତେବେ ତାଙ୍କର ଆକ୍ଟିଙ୍ଗ ଦେଖିବାକୁ ଦର୍ଶକ ମାନଙ୍କ ମଧ୍ୟରେ ନାଇଁ ନଥିବା ଭିଡ଼ ଦେଖିବାକୁ ମିଳେ । ସେଭଳି ସ୍ଥଳେ ଆପଣଙ୍କୁ ଆମ୍ଭେ ତାଙ୍କର କ୍ୟାରିଅର ବିଷୟରେ କିଛି କହିବାକୁ ଯାଉଛୁ । 

 

ଆପଣ ମାନଙ୍କ ର ଅତିପ୍ରିୟ ହାସ୍ୟ ଅଭିନେତା ପ୍ରଜ୍ଞା, ଯାହା ଙ୍କ ପୁରା ନାମ ହେଉଛି ପ୍ରଜ୍ଞା ରଞ୍ଜନ ଖଟୁଆ। ତାଙ୍କ ର ଜନ୍ମ ଦିନ ହେଉଛି 10 ଅକ୍ଟୋବର ରେ, ସେ କଟକ ଜିଲ୍ଲାର ମାହାଙ୍ଗା ବ୍ଲକ୍ ର ସାହାନାଜପୁର୍ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପ୍ରଜ୍ଞ ଙ୍କ ପରିବାର କହିବାକୁ ଗଲେ ତାଙ୍କ ର ଜଣେ ମା ଅଛନ୍ତି, ତାଙ୍କ ବାପା ଜଣେ ଯାତ୍ରା ନିର୍ଦେଶକ। ତାଙ୍କର 6 ଭାଇ ଏବଂ ଗୋଟିଏ ଭଉଣୀ।

 ପ୍ରଜ୍ଞା ଙ୍କ ର ଜେଜେମା ମଧ୍ୟ ଅଛନ୍ତି। ପ୍ରଜ୍ଞା ଙ୍କ ର ପିଲାଟି ଦିନରୁ ଅଭିନୟ ପ୍ରତି ରୂଚି ଥିଲା, 2 ବର୍ଷ ବୟସରେ ସେ କୃଷ୍ଣ ଭୂମିକାରେ ନାଟକ ରେ ଅଭିନୟ କରିଥିଲେ। ପ୍ରଜ୍ଞା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଜଣେ ଛାତ୍ର,ଡ୍ରାମା କଲଚର୍ ଆଦି ରେ ସେ ଶିକ୍ଷା ଲାଭ କରିଛନ୍ତି। ସେ ନିଜର ବହୁତ ଭଲ ଆକ୍ଟିଙ୍ଗ୍ ପାଇଁ ଘରେ ଘରେ ପରିଚିତ। ସେ ଯେକୌଣସି ଭୂମିକା କୁ ଖୁବ୍ ସୁନ୍ଦର ଭାବେ ନିଭେଇ ଥାଆନ୍ତି। ବର୍ତ୍ତମାନ ସେ ଓଡିଶା ର ଶ୍ରେଷ୍ଠ ହାସ୍ୟ ଅଭିନେତା ମାନଙ୍କ ଭିତରୁ ସର୍ବୋତ୍ତମ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *