ରୋହିତ ଶର୍ମା ଭଲ କ୍ୟାପଟେନ ହେଲେ ବିରାଟ କୋହଲି….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ ଭାରତ କ୍ରିକେଟ ଦଳ ର କ୍ୟାପଟେନ ବିରାଟ କୋହଲି ଙ୍କ ପରିବର୍ତ୍ତନ ନେଇ ଲକ୍ଷ୍ମଣ ଙ୍କ ମତ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । 

 

ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଗତ କିଛି ଦିନ ହେବ ଭାରତ ଦଳ ର କ୍ୟାପଟେନ ପରିବର୍ତ୍ତନ କୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ରୋହିତ ଶର୍ମା ୫ ଟି ipl କପ ହାତେଇ ସାରିଛନ୍ତି । ସେଥିପାଇଁ ଫ୍ୟାନ ମାନେ ଚାହଁଉଛନ୍ତି କି ଭାରତ ଦଳ ର ଟି-୨୦ କ୍ୟାପଟେନ ରୋହିତ ଶର୍ମା ହୁଅନ୍ତୁ ଏବଂ ୱାନ ଡେ କୋହଲି କ୍ୟାପଟେନ ହୁଅନ୍ତୁ । 

ଏହା ଭାରତର କ୍ରିକେଟ ଫ୍ୟାନ ମାନଙ୍କ ଇଚ୍ଛା । ତେବେ ଏହି କଥା କୁ ନେଇ ମୁହଁ ଖୋଲିଛନ୍ତି ଲକ୍ଷ୍ମଣ କହିଛନ୍ତି ଯେ ଟି-୨୦ ରେ କୋହଲି କ୍ୟାପ୍ଟେନ୍‌ ଭାବେ ଭଲ ପ୍ରଦର୍ଶନ କରୁଛନ୍ତି। ତେଣୁ ଦଳ ପାଇଁ ବର୍ତ୍ତମାନ ଅଧିନାୟକ ପରିବର୍ତ୍ତନ ର କୌଣସି ଆବଶ୍ୟକତା ନାହିଁ। ରୋହିତଙ୍କ ପ୍ରଶଂସାରେ ଲକ୍ଷ୍ମଣ କହିଛନ୍ତି “ ସେ ଜଣେ ଭଲ ଅଧିନାୟକ ଏଥିରେ ସନ୍ଦେହ ନାହିଁ।

 

 ବିରାଟଙ୍କ ଅନୁପସ୍ଥିତିରେ ସେ ଯେତେବେଳେ ବି ଟିମ୍‌ର ଦାୟିତ୍ୱ ନେଇଛନ୍ତି, ସେତେବେଳେ ଭଲ ପ୍ରଦର୍ଶନ କରିଛନ୍ତି। ଆଇପିଏଲ୍‌ରେ କ୍ୟାପ୍ଟେନ୍‌ସିପ କରି ୫ ଥର ଟାଇଟଲ ଜିତାଇବା ସହଜ ନୁହେଁ। ଯେଉଁ ଶୈଳୀରେ ସେ ଟିମ୍‌(ମୁମ୍ବାଇ ଇଣ୍ଡିଆନ୍ସ) ସମ୍ଭାଳୁଛନ୍ତି ତାହା ଅତ୍ୟନ୍ତ ଉତ୍ତମ।”

 

ରୋହିତଙ୍କ ପାଖରେ ଜଣେ ସଫଳ ଅଧିନାୟକ ହେବାର ସମସ୍ତ ଲକ୍ଷଣ ରହିଛି। କିନ୍ତୁ ବର୍ତ୍ତମାନ ସମୟରେ ଅଧିନାୟକ ପରିବର୍ତ୍ତନର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ବିରାଟ ଜବରଦସ୍ତ ସଫଳତା ପାଇଛନ୍ତି। ଏବଂ ଭଲ ପ୍ରଦର୍ଶନ କରୁଛନ୍ତି ତେଣୁ ଅଧିନୟାକ ପରିବର୍ତ୍ତନ କୌଣସି ଆବଶ୍ୟକତା ଥିବା ମୁଁ ଭାବୁ ନାହିଁ ବୋଲି ଲକ୍ଷ୍ମଣ କହିଛନ୍ତି।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *