ଯଦି ସଖାଳୁ ଉଠିଲେ ଆପଣଙ୍କ ପାଟି ଗନ୍ଧଉଛି କରନ୍ତୁ ଏହି ଉପାୟ ….୧୦୦ ଗ୍ୟାରେଣ୍ଟି…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ବନ୍ଧୁ ଗଣ ଆମ ଜୀବନ ରେ ଆମେ ସବୁବେଳେ  ଭଗବାନ ଙ୍କୁ ସ୍ମରଣ କରି ଥାଉ ତା ସହ କିଛି ଜ୍ଞାନୀ ଲୋକ ମାନେ କିଛି ଭଲ କଥା କହି ଥାଆନ୍ତି ଏବଂ ତାଙ୍କ କଥା ଆମେ ସଫଳ ପାଇଁ ବା ଭଲ ରେ ରହିବା ପାଇଁ ମନି ଥାଉ । ଆସନ୍ତୁ ଜାଣିବା ଜିତୁ ଦାସ ଙ୍କ କିଛି ଅନୁଚିନ୍ତା ଯାହା ଆମ ଜୀବନ ରେ ନିହାତି ଆବଶ୍ୟକ ।

 

ଆସନ୍ତୁ ଜାଣିବା ଜିତୁ ଦାସ ଙ୍କ ଆଜିର ଅନୁଚିନ୍ତା ।

 

ବନ୍ଧୁଗଣ ଆପଣ ମାନଙ୍କ ଜିଣିଛନ୍ତି କିଛି ଲୋକ ଅଛନ୍ତି ଅବା ଆପଣ ମାନଙ୍କ କ୍ଷେତ୍ର ସେମିତି ବେଳେ ବେଳେ ହେଇଥାଏ କିଛି ଲୋକ ଅଛନ୍ତି ଆପଣ ମାନେ ତାଙ୍କ ସହ କଥା ହେଲା ବେଳେ ତାଙ୍କ ର ପାଟି ଗନ୍ଧାଏ । ପାଟିରୁ ଖରାପ୍ ବାସ୍ନା ବାହାରେ ତାଙ୍କ ସାମ୍ନା ରେ ଛିଡ଼ା ହଇ କଥା ବାର୍ତ୍ତା କରିହୁଏ ନାହିଁ । ଯାହାକି ଆମମାନଙ୍କୁ କଷ୍ଟ ଦିଏ ଜଣଙ୍କ ସହ କଥା ହେବାପାଇଁ । ଏହା ଏକ ରୋଗ ର ଲକ୍ଷଣ । ଏହା କୁ ଦୁର କରିବା ପାଇଁ କଣ କରିବା ଆବଶ୍ୟକ ଆସନ୍ତୁ ଜାଣିବା ।

 

ବନ୍ଧୁ ପାଟି ଯଦି ବସେ ତେବେ ଟିକେ ଲେମ୍ବୁ ରସ ,ଟିକେ ଗୋଲାପ ଜଳ ଏକାଠି କରନ୍ତୁ ପ୍ରତିଦିନ ସକାଳୁ ଏବଂ ସନ୍ଧ୍ୟା ବେଳେ କୋଲୋପୁଚ କରନ୍ତୁ ।୧୫ ଦିନ ଏମିତି କରନ୍ତୁ ପାଟି ଘନ୍ଧେଇବା ରୋଗ ଛାଡ଼ି ପଳେଇ ଯିବା ।

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

Leave a Reply

Your email address will not be published. Required fields are marked *