ବଡ ଖବର : ଏତେ ଦିନ ପରେ ଆସିଲା ସତ ଦେଖନ୍ତୁ Live ଭିଡ଼ିଓ ପରି ସାଙ୍ଗମାନେ କହିଲେ କେମିତି କରିଲେ ପରି ର ହତ୍ୟା….

ନମାସ୍କର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଦେଖିବା ପରି ର ସାଙ୍ଗମାନେ କେମିତି ପରି କୁ ଅତି ନୁରସନ୍ସ ଭାବରେ ହତ୍ୟା କରିଛନ୍ତି ସବୁ କହିଛନ୍ତି । ଆପଣ ଏହି ଖବର ଟିକୁ ସମ୍ପୂର୍ଣ ପଢିଲେ ଜାଣିପାରିବେ ପୁରା ଘଟଣା ।

ପରି ହତ୍ୟା ଆଜି କୁ ମାସ ମାସ ବିତି ଯାଇଥିଲେ ବି କୌଣସି ଦୋଷୀ ଦଣ୍ଡ ପାଇନାହିଁ । ପରି ପାଇଁ ନ୍ୟାୟ ସାରା ଦେଶରେ #justiceforpari ର ନାରା ଚାଲିଛି ଓ ରାଜ୍ୟ ସରକାର ମଧ୍ୟ SIT ଟିମ କୁ ଦାଇତ୍ୱ ଦେଇ ଛନ୍ତି । ପରି ର ମା ବାପା କହିବା ହିସାବରେ ବାବୁଲି ଓ ଅରୁଣ ସାହୁ (ମନ୍ତ୍ରୀ) ଦୁଇଜଣ ସମ୍ପୃକ୍ତ ଏହି କେସ ରେ ଅଛନ୍ତି । କିନ୍ତୁ SIT ତଦନ୍ତ କାରୀ ଟିମ ତନାଘନା ଆରମ୍ଭ କରି ଦେଇଛନ୍ତି ପରି ର ହତ୍ୟା କାରୀ କୁ ଧରିବା ପାଇଁ । ଠିକ ସେତିକି ବେଳେ ପରି ର ସାଙ୍ଗମାନେ କହିଛନ୍ତି ….

ଯେଉଁମାନେ ପରି ସହ ଘଟଣା ଘଟିଥିବା ସ୍ଥଳରେ ଉପସ୍ଥିତ ଥିଲେ । ପରି ର ସାଙ୍ଗମାନେ କହିଛନ୍ତି ଯେ ପରି ଆମ ସହ ଖେଳୁଥିଲା ବେଳେ ପରିକୁ ଚକଲେଟ ଦେଖେଇ ନେଇଗଲେ ଓ ତା ପାଟିରେ ଚକଲେଟ ପୁରେଇ ଦେଲେ ଓ ତାକୁ କେମିକାଲ ଦ୍ୱାରା ମାରିଦେଲେ । ଏହି କଥା ପରିର ସାଙ୍ଗମାନେ କହିଛନ୍ତି ତଳେ ଥିବା ଭିଡ଼ିଓ ଦେଖନ୍ତୁ ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *