ଏହି ୪ ଟି ରାଶି ମାନଙ୍କ ର ଖରାପ ଦିନ ର ହେଲା ସମାପ୍ତ । ମହାଦେବ ଙ୍କ ଆଶ୍ରିବାଦ ଅଛି ଏହି ରାଶି ମାନଙ୍କ ଉପରେ।

ଏହି ୪ ଟି ରାଶି ମାନଙ୍କ ର ଖରାପ ଦିନ ର ହେଲା ସମାପ୍ତ । ମହାଦେବ ଙ୍କ ଆଶ୍ରିବାଦ ଅଛି ଏହି ରାଶି ମାନଙ୍କ ଉପରେ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ  । କିପରି ଏହି ୪ ଟି ରାଶି ମହାଦେବ ଙ୍କ କୃପା ଦୁଷ୍ଟି ପ୍ରାପ୍ତ ହୋଇ ହୋଇପାରିବେ କୋଟିପତି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ଦେବେ ଦେବ ଦେବ ମହାଦେବ ସେ ସଦା ସର୍ବଦା ଅଳ୍ପ ରେ ସନ୍ତୁଷ୍ଟ ହୋଇଯାନ୍ତି । ସେ ଏକ ମାତ୍ର ଏଭଳି ଭଗବାନ ଯିଏ ମାତ୍ର ଏକ ଢାଲ ନୋଟା ପାଣି ରେ ସନ୍ତୁଷ୍ଟ ହୋଇ ଯାଆନ୍ତି । ଯିଏ ତାଙ୍କୁ ମନ ରେ ସ୍ମରଣ କରେ ସେ ତାର ସଦା ସର୍ବଦା ରକ୍ଷା କରନ୍ତି । ସେହିପରି ଏକ ମହା ସଂଯୋଗ ଦେଖିବାକୁ ମିଳିଛି ଦୀର୍ଘ ୩୦୦ ବର୍ଷ ପରେ । ତାଙ୍କ କୃପା ଦୁର୍ଷ୍ଟି ପଡିଛି ଏହି ୪ ଟି ରାଶି ଉପରେ ।

 

ମେଷ-ପ୍ରଥମ ରାଶି ଟି ହେଉଛି ମେଷ ରାଶି । ହଁ ଆଜ୍ଞା ମେଷ ରାଶି ର ବ୍ୟକ୍ତି ବିଶେଷ ର ଲୋକ ମାନଙ୍କ ଖୋଲିଯିବ ଭାଗ୍ୟ । ସେମାନେ ହେବେ କୋଟିପତି । ନହେଉଥିଲା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।ବାହାଘର ହେବାର ସମ୍ଭାବନା ଅଧିକ ରହିବା ସହ ।ଋଣ ମୁକ୍ତ ହେବେ । ଶତ୍ରୁ ନାସ ହେବେ ।

 

ମିଥୁନ- ହଁ ଦୂତୀୟ ରାଶି ଟି ହଉଚି ମିଥୁନ ରାଶି । ଯାହାର  ଭାଗ୍ୟ ସହ ସମୟ ର ସମ୍ପୂର୍ଣ ପରିବର୍ତନ ହେବ । ଅଭାବ ଅନାଟନ ରେ ରହୁଥିବା ଲୋକ ରାଜକୀୟ ସୁଖ ଲାଭ କରିବେ । ଦୁଃଖ ଦୂର ହବ ।ସନ୍ତାନ ସନ୍ତକି ମାନଙ୍କ ଠାରୁ ଖୁସି ମିଳିବ ।ଘର ପରିବାର ସବୁ ଖୁସି ରେ ରହିବେ ।

     

ତୁଳା-ବିଶେଷ କରି ଏହା ତୁଲା ରାଶି ର ଭାଗ୍ୟ ସହ ସମ୍ପୂର୍ଣ ପରିବର୍ତନ କରିଦେବ । ତୁଳା ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ର ନ ହଉଥିବା କାମ ହେବ । ଆଶା କରୁନଥିବା ସ୍ଥାନରୁ ସଫଳତା ପାଇବେ ।

 

ମକର- ହଁ ଆଜ୍ଞା ମକର ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ର ଭାଗ୍ୟ ସମ୍ପୂର୍ଣ ପରିଵର୍ତନ ହେବ ।ଏହି ରାଶି ର ବ୍ୟକ୍ତି ମାନକଙ୍କ ର ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ପରିବର୍ତନ ହବ । ତମ ଉପରେ ହଉଥିବା ସମସ୍ତ ଦୁଃଖ ବର୍ତମାନ ସୁଖ ରେ ପରିବର୍ତନ ହୋଇଯିବ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *