ସାବଧାନ ଗୁଗୁଲ-ପେ ରୁ ପଇସା ପଠାଇଲେ  ଆପଣଙ୍କୁ ଏଥର ପଡିବ ଟ୍ୟାକ୍ସ ! ଯାଣନ୍ତୁ ପୁରା ବିଷୟ ….

ସାବଧାନ ଗୁଗୁଲ-ପେ ରୁ ପଇସା ପଠାଇଲେ  ଆପଣଙ୍କୁ ଏଥର ପଡିବ ଟ୍ୟାକ୍ସ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ  କିପରି ଜଣେ ସାଧାରଣ ଲୋକ ଗୁଗୁଲ ପେ ଇଉଜ କରିଥିଲେ ଆପଣଙ୍କୁ ଦେବାକୁ ପଡିବ ଟ୍ୟାକ୍ସ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ କଥା ତ ବିଶ୍ୱାସ ହେଉନଥିଲେ ବି ସତ୍ୟ । 

 

କାରଣ ଭାରତ ରେ ପ୍ରଚଳିତ ଅନଲାଇନ ପେମେଣ୍ଟ ଆପ ଗୁଗୁଲ ପେ ରୁ ପଇସା ପଠାଇଲେ ଆପଣଙ୍କୁ ପଡିବ ଭଡା । ତେବେ ଏହା ଆଗାମୀ ବର୍ଷ ଜାନୁୟାରୀ ରୁ ଲାଗୁ ହେବାକୁ ଯାଉଛି । ସୂଚନା ଅନୁସାରେ ଏବେ କମ୍ପାନୀ ଏହି ଚାର୍ଜକୁ ନେଇ କୌଣସି ସୂଚନା ସେୟାର କରିନି । ବର୍ତ୍ତମାନ ଗ୍ରାହକ ଗୁଗଲ ପେ ଆପ ଓ pay.google.comଉଭୟ ପ୍ଲାଟଫର୍ମ ଜରିଆ ରେ ଟ୍ରାଞ୍ଜାକ୍ସନ କରନ୍ତି । 

 

କିନ୍ତୁ ଏବେ ଗୁଗଲ ଏକ ନୋଟିସ୍ ଜାରି କରି ୟୁଜର୍ସଙ୍କୁ ନୋଟିଫାଇ କରିଛି କି ତାର ୱେବ୍ ପେମେଣ୍ଟ ସର୍ଭିସ୍ ଆଗାମୀ ବର୍ଷ ଜାନୁୟାରୀରୁ କାମ କରିବନି । ରିପୋର୍ଟ ଅନୁସାରେ pay.google.com ପ୍ଲାଟଫର୍ମ ରେ ଯାଇ ପଇସା ପଠାଇ ପାରିବେନି କିମ୍ବା ପାଇ ପାରିବେନି । ପଇସା ଟ୍ରାନ୍ସଫର କରିବା ପାଇଁ ସେମାନଙ୍କୁ ଗୁଗଲ ପେ ଆପ ବ୍ୟବହାର କରିବାକୁ ପଡିବ । ଯଦି ଆପଣ ପଇସା ପଠାଇବାକୁ ଇଚ୍ଛା କରନ୍ତି ତେବେ ଆପଣଙ୍କୁ ଚାର୍ଜ ଲାଗିବ ।

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *