ଚାକିରୀ ଓ ବେପାର ପାଇଁ ଚାନକ୍ୟ କ ଏହି କଥା କୁ ଅନୁସରଣ କଲେ ୧୦୦ % ସଫଳତା….

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଚୁ ଆମ ଓଡିଶା ଖବର ପୋର୍ଟାଲ କୁ ବନ୍ଧୁଗଣ ଆଜି ଆମେ ଜାଣିବା ଚାକିରୀ ଏବଂ ବ୍ୟବସାୟ ଆଚାର୍ଯ୍ୟ ଚାଣକ୍ୟ ଦେଇଥିବା କିଛି ଗୁରୁ ମନ୍ତ୍ର | ବନ୍ଧୁ ଗଣ ସମସ୍ତେ ନିଜ ଜୀବନ ରେ ଉପରକୁ ଯାଇ ସଫଳତା ହାସଲ କରିବାକୁ ଚାହିଁଥାନ୍ତି ସେଥିପାଇଁ ସମସ୍ତେ ନିଜ ନିଜ ଉପାୟ ରେ ସଫଳତା କୁ ହାସଲ କରନ୍ତି କିଛି ସଫଳ ହୁଅନ୍ତି ଆଉ କିଛି ମଧ୍ୟ ବିଫଳ ହୁଅନ୍ତି କିନ୍ତୁ ଆଚାର୍ଯ୍ୟ ଚାଣକ୍ୟ ଗୁରୁ ମନ୍ତ୍ର ସମସ୍ତଙ୍କ ଜୀବନ ରେ ସଫଳତା ଆଣି ଦେଇ ଥାଏ | ଆସନ୍ତୁ ଜାଣି ବା ମହାନ ପଣ୍ଡିତ ଆଚାର୍ଯ୍ୟ ଚାଣକ୍ୟ ଏଅ ମଣିଷ ସମାଜ ପାଇଁ ମଣିଷ ର ସବୁ କ୍ଷେତ୍ର ରେ ସଫଳ ତା ଏବଂ ଆଗକୁ ଯିବା ପାଇଁ ଦେଇଥିବା ଗୁରୁ ମନ୍ତ୍ର ବିଷୟ ରେ ଜାଣିବା |

ଚାଣକ୍ୟ ଙ୍କ କହିବା କଥା ସବୁ ବେଳେ ସମୟ ର ତଳ ଦେଇ ଚାଲିବାକୁ ପଡିବ ସମୟ ଅନୁସାରେ ଆମେ ବ୍ୟବସାୟ କେମିତି ଆଗକୁ ବଢିବା ସେ କ୍ଷେତ୍ର ରେ ଭାବିବାକୁ ପଡିବ ଏବଂ ଏହା ମଧ୍ୟ ଜାଣିବାକୁ ପଡିବ କିଏ ପ୍ରକୃତ ବନ୍ଧୁ ଏବଂ କିଏ ଶତ୍ରୁ | ଯଦି ଆମେ ଆମ ଶତ୍ରୁ ନ ଜାଣି ପାରିବ ତେବେ କେବେ ବି ଆମେ ଆମ ବ୍ୟବସାୟ ରେ ଆମେ ଲାଭବାନ ହେଇପରିବେନି |

ଚାଣକ୍ୟ ନୀତି ଏହା ମଧ୍ୟ କହୁଛି ଚାକିରୀ କ୍ଷେତ୍ର ରେ ତମେ ଯଉ ଜାଗାରେ ଚାକିରୀ କରୁଛ ସେ ଜାଗା କେମିତି ତାହା ମଧ୍ୟ ଜାଣିବାକୁ ପଡିବ ସବୁ ବେଳେ ସଚୁଟ ଉପାୟ ରେ ଯିବାକୁ ପଡିବ | ଜଣେ ବେକଟି ତାର ଚାକିରୀ ରେ ତା ଆୟ ଉପରେ ଧ୍ୟାନ ଦେବାକୁ ପଡିବ ଏବଂ ଆୟ ଅନୁସାରେ ଖର୍ଚ କରିବାକୁ ପଡିବ | ଯେତେ ବେଳେ ଯଉ କାମ କରିବ ସେତେ ବେଳେ ସେଇ କାମ ପ୍ରତି ସଚେତନ ହବ ଦରକାର କାଇଁ କି ତମେ ସେ କାମ କରିବାକୁ କେତେ ସକ୍ଷମ ନହେଲେ ଅଯଥାରେ ଲୋକେ ତୁମକୁ ପରିହାସ କରିବେ | ଏମିତି କିଛି ଚାଣକ୍ୟ କହିଯାଇଛନ୍ତି ଯାହା କି ମଣିଷ ଜୀବନ ରେ ନିହାତି ଆବଶ୍ୟକ |
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *