୨୪ ଘଣ୍ଟା ରେ ବାତ୍ୟା । ସୁପର ସାଇକ୍ଲୋନ ରେ ପରିଣତ ହେଲା ଲଘୁଚାପ । ଏହି ସବୁ ଜିଲ୍ଲା କୁ….

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ବାତ୍ୟା ବିଷୟରେ ଆସନ୍ତୁ ଜାଣିବା । ଏହି ଖବର ଟି କୁ ଆପଣ ମୂଳରୁ ସେସ ପର୍ଯନ୍ତ ପଢିଲେ ସମ୍ପୂର୍ଣ ଜାଣିପାରିବେ ।

ଆପଣ ମାନେ ଜାଣିଥିବେ ଯେ ଅକ୍ଟୋବର ମାସରେ ସାଧାରଣ ବାତ୍ୟା ର ସମୟ ପ୍ରତିବର୍ଷ ଏହି ସମୟ ରେ ବାତ୍ୟା ହୋଇଥାଏ । କିନ୍ତୁ ଏ ଥର ଅକ୍ଟୋବର ଗଡି ଯାଇଥିଲେ ମଧ୍ୟ ନଭେମ୍ବର ଏହା ହେବାକୁ ଯାଉଛି । ଏହି ବାତ୍ୟା ପାଣ୍ଡୁଚେରୀ ଓ ତାମିଲନାଡୁ ଦେଇ ଉପକୂଳ ରେ ଗତି କରିବ । ଏହା ବର୍ତମାନ ଲଘୁଚାପ ରୁ ବାତ୍ୟା ର ରୂପ ନେଇ ସାରିଲାଣି କିନ୍ତୁ ଏହାର ପ୍ରଭାବ ରେ ଓଡିଶା ର ୨୫ ତାରିଖରୁ

ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । କୋରାପୁଟ ଓ ରାୟଗଡା, ଗଜପତି ,କନ୍ଧମାଳ,ନବରଙ୍ଗପୁର,କଳାହାଣ୍ଡି, ମାଲକାନଗିରି ଜିଲ୍ଲା କୁ ୟେଲୋ ୟର୍ନିଂ ଜାରି କରାଯାଇଛି । ଏହି ଜିଲ୍ଲା କୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନ ଅଛି । ଓଡିଶା କୁ ଅଧିକ ବିପଦ ନାହିଁ ।

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *