ପ୍ରେମୀ ଯୁଗଳ ଙ୍କ ରାସଲୀଳା ବିରୋଧ କରିବାରୁ ପରିଣାମ ଯାହା ହେଲା ଦେଖିଲେ ଆପଣ ଙ୍କ ଛାତି ଫାଟିଯିବ !

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର କୁ ଆଜି ଆମେ ଜାଣିବା ଓ ଦେଖିବା ଏକ ଅଜବ ଘଟଣା କାରଣ ଏଭଳି ଘଟଣା ନା କେବେ ହେଇଛି ନା କେହି ଦେଖିଛନ୍ତି । ଭିଡ଼ିଓ ଦେଖିବା ପୂର୍ବରୁ ଆସନ୍ତୁ ଏହି ଘଟଣା ବିଷୟରେ ପ୍ରଥମେ ଜାଣିବା । ସମ୍ପୂର୍ଣ ବିଷୟ ଟି ପଢିଲେ ଆପଣ ଜାଣିପାରିବେ ସମ୍ପୂର୍ଣ ଘଟଣା ଟି କଣ ହେଇଛି ….

ଆପଣ ମାନେ ଜାଣିଥିବେ ପ୍ରେମୀ ଯୁଗଳ ମାନେ ପ୍ରେମ ଚୋର ପ୍ରୀତି କରିଥାନ୍ତି ହେଲେ ଏହି କେସ ରେ ସାଧାରଣ ତ ସବୁବେଳେ ପ୍ରେମୀ ଯୁଗଳ ମାନେ ହଇରାଣ ହୋଇଥାନ୍ତି ବା ନିର୍ଯାତନା ର ଶିକାର ହୋଇଥାନ୍ତି । ହେଲେ ଆଜିର ବିଷୟ ସମ୍ପୂର୍ଣ ଅଲଗା । ମଙ୍ଗଳପୁର ଥାନା ଅଧିନସ୍ଥ କୟାଁ ପଂଚାୟତ ଦରବା ଗାଁ ରାସ୍ତାରେ ଇଶ୍ୱରପୁର ଗ୍ରାମର ରବୀନ୍ଦ୍ର ବେହେରାଙ୍କ ପୁଅ ଅଚ୍ୟୁତାନନ୍ଦ ବେହେରା ଓ ତାଙ୍କ ପ୍ରେମିକାଙ୍କୁ ଆପତ୍ତିଜନକ ଅବସ୍ଥାରେ ଥିବା ଦେଖିଥିଲେ କାମାରଡ଼ିହ ଗ୍ରାମର ନକୁଳ ଜେନାଙ୍କ ପୁଅ ଅଭିମନ୍ୟୁ ଜେନା,‌ ଏହାପରେ ଅଭିମନ୍ୟୁ ବିରୋଧ କରିବାରୁ ଅଚ୍ୟୁତାନନ୍ଦ ଓଲଟା ଅଭିମନ୍ୟୁଙ୍କୁ “ତୋର କଣ ଗଲା ବୋଲି” ପ୍ରଶ୍ନ କରିଥିଲେ, ଫଳରେ ଅଭିମନ୍ୟୁ ଗାଁ ଲୋକଙ୍କୁ ଡାକିବାରୁ ଅଚ୍ୟୁତାନନ୍ଦ ଉତ୍ୟକ୍ତ ହୋଇ ପଥର ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିଥିଲେ ଏବଂ ଗାଡିରେ ଚମ୍ପଟ ମାରି ଖସିଯିବା ସମୟରେ ଗ୍ରାମବାସୀଙ୍କ ହାତରେ ଧରାପଡ଼ି ନିସ୍ତୁକ ମାଡ଼ ଖାଇଥିଲେ, ଶେଷ ଖବର ସୁଦ୍ଧା, ଅଚ୍ୟୁତାନନ୍ଦଙ୍କୁ ମଙ୍ଗଳପୁର ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ଭିଡ଼ିଓ ଦେଖିବା ପାଇଁ ତଳେ ଥିବା ଲିଙ୍କ ରେ କ୍ଲିକ କର ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

Leave a Reply

Your email address will not be published. Required fields are marked *