ଫୁଣି ପ୍ରେମୀ ଯୁଗଳ ଙ୍କ ଭିଡ଼ିଓ ଭାଇରଲ । କିଛି ଯୁବକ ଭିଡ଼ିଓ ଶୁଟ କରିବା ସହ…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ପୋର୍ଟାଲ କୁ ଆଜି ଆମେ ଦେଖିବା ଓ ଜାଣିବା ଫୁଣି ଏକ ଲଜ୍ୟା ର ବିଷୟ । ଯୁବପିଢି ନିଜ ହିତା ହିତ ଜ୍ଞାନ ଭୁଲି କିଭଳି ଭାବରେ ରାସ୍ତା ପାଖ ଜଙ୍ଗଲରେ ଖରାପ କାମ କରୁଥିବାର ନଜର ଆସିଥିଲେ । କିଛି ପିଲା ଏହି ଭିଡ଼ିଓ କୁ ଶୁଟ କରି whatsapp ଓ ସୋସିଆଲ ମିଡ଼ିଆ ରେ ଭାଇରଲ କରିଛନ୍ତି । ଏହି ଭିଡ଼ିଓ ଟି ଆରବର୍ଷ ର କିନ୍ତୁ ଏବେ ଏହି ଭିଡ଼ିଓ ଅଧିକ ଭାଇରଲ ହେଉଛି …ଏହି ଘଟଣା ଟା

ଘଟିଥିଲା ବଲାଙ୍ଗୀର ର ମୁରିବହଲ ବ୍ଲକ ଘୁଷୁରା ମୁଣ୍ଡା ଜଙ୍ଗଲ ରେ ଏହି ଘଟଣା ଘଟି ଥିଲା । ଏହି ଭିଡ଼ିଓ ରେ ଦେଖିବାକୁ ମିଳିଥିଲା ଝିଅଟି ଅଚେତ ହୋଇପଡିଥିବା ର ଦେଖିବାକୁ ମିଳିଥିଲା ଓ ସେହି ଯୁବକ ମାନେ ଏ ପ୍ରେମୀ ଯୁଗଳ ଙ୍କୁ ନିର୍ଯାତନା ଦେଇଛନ୍ତି । ଏହି ଘଟଣା ରେ କୌଣସି ଅଭିଯୋଗ ହୋଇନଥିବା ବେଳେ ପୋଲିସ ନିଜ ଆଡୁ ଏହି ଘଟଣା କୁ କେସ ଫାଇଲ କରି ଏହି ଦୁର୍ବୁତ ମାନଙ୍କୁ ଗିରଫ କରିବାକୁ ଚେଷ୍ଟା କରିଛନ୍ତି ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *