ସଲମାନ ଖାନ ଏବେ ଆଇସୋଲେସନ । କେମିତି ହେଲେ ଏତେ ଗୁରୁତର ।ଯାଣନ୍ତୁ ।

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆପଣ ମାନେ ଜାଣିବେ ସଲମାନ ଖାନ କାହିଁକି ଗଲେ ଆଇସଲେସନ କୁ । ସଲମାନ ଖାନ ବଲିଓଡ଼ ସୁପର ଷ୍ଟାର ଙ୍କ ଐଷୋଳସନ ଖବର ଏବେ ସୋସିଆଲ ମିଡ଼ିଆ ରେ ଚର୍ଚା ର ବିଷୟ ପାଳିଟିଛି କାରଣ ସଲମାନ ଖାନ ଏବେ ରହିଛନ୍ତି ଐଷୋଳସନ ରେ ଏହା ସମ୍ପୂର୍ଣ୍ଣ ସତ୍ୟ ଆସନ୍ତୁ ଜାଣିବା କଣ ହେଲା ସଲମାନ ଙ୍କର ..

ସଲମାନ ଖାଁ ଙ୍କ ଦୁଇ ଡ୍ରାଇଭର ଙ୍କୁ କୋରାନା କୋରାନା ହେଇଛି । ସଲମାନ ତାଙ୍କ ଡ୍ରାଇଭର ଙ୍କ ସାଙ୍ଗରେ ମିସିଛନ୍ତି ସଲମାନ ବିଗ ବସ ର ସୁଟିଂ ପାଇଁ ତାଙ୍କ ଗାଡ଼ିରେ ଯିବା ସମୟ ରେ ତାଙ୍କ ଡ୍ରାଇଭର ସହ ମିସିଥିଲେ । ଯେହେତୁ 2 ଡ୍ରାଇଭର ପଜେଟିଭି ବାହାରିଛି ସେଥି ପାଇଁ ସଲମାନ ରହିଛନ୍ତି ହୋମ ଏଷୋଲସନ ରେ । ସଲମାନ ଙ୍କ ଆସିବାକୁ ଥିବା ଫିଲ୍ମ ରାଧେ ର ସୁଟିଂ କୁ ବନ୍ଦ କରିଛନ୍ତି । ଙ୍କ ଆଇଶୋଲୋସନ ଖବର ଏବେ ଚର୍ଚ୍ଚା ରେ । ସଲମାନ ଏବେ ସୁସ୍ତ ତାଙ୍କର କୋରାନା ଚିହ୍ନଟ ହୋଇନାହିଁ । ସେ ନିଜର ସୁରକ୍ଷା ପାଇଁ ଆଇସଲେସନ ରେ ରହିଛନ୍ତି ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *