ଆପଣ କଣ ଅଣ୍ଡା ଖାଆନ୍ତି ? ଯଦି ଖାଆନ୍ତି ତାହେଲେ ଖବର ଟି କୁ ନିଶ୍ଚିତ ପଢନ୍ତୁ ।

କୁକୁଡ଼ା ଅଣ୍ଡା ଖାଉଛନ୍ତି କି । ତେବେ ଆପଣ ମାନେ ଜାଣି ରଖନ୍ତୁ ଅଣ୍ଡା ଖାଇବା ଦ୍ୱାରା କଣ ହୋଇଥାଏ ? 

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ  ଅଣ୍ଡା ଖାଇବା ଦ୍ୱାରା କଣ ସୁବିଧା ଅସୁବିଧା ହୋଇଥାଏ ।

ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଅଣ୍ଡା ଖାଇବା ଦ୍ୱାରା ବହୁ ଉପକାରିତା ମିଳିଥାଏ । ତେବେ ଆପଣ ମାନେ ଭାବନ୍ତି  ଅଣ୍ଡା ର ଧଳା ଅଂଶ  ଅଧିକ ଉପକରିତା ଥାଏ କିନ୍ତୁ ଅଣ୍ଡାର ହଳଦିଆ ଅଂଶ  ରେ କମ ଉପକରିତା ଗୁଣ ରହିଥାଏ । 

 

ତେବେ ଆମ୍ଭେ ଆପନ ମାନଙ୍କୁ କହି ରଖୁଚୁ ଯେ ଅଣ୍ଡା ର ଧଳା ଅଂସ କମ ପରିମାନ ରେ ପ୍ରୋଟିନ ଏବଂ ହଳଦିଆ ଅଂଶ ରେ ଅଧିକଁ ପରିମାଣ ରେ ପ୍ରୋଟିନ ଏବଂ ଅନ୍ୟ ଭିଟାମିନ ରହିଥାଏ । ତେବେ ଏହା ପ୍ରକୃତ ରେ ସତ୍ୟ ନୁହେଁ । କାରଣ ଅଣ୍ଡା ଖୋଲ ମଧ୍ୟରେ ଥିବା ସମସ୍ତ ଅଁଶ ରେ ସମାନ ପରିମାନ ରେ ପ୍ରୋଟିନ ଏବଂ ଅନ୍ୟ ଭିଟାମିନ ରହିଥାଏ । ତେବେ ଆସନ୍ତୁ ଜାଣିବା ଅଣ୍ଡାର ଧଳା  ଧଳା ଅଂଶ ବିଷୟରେ ।

 

ଅଣ୍ଡା ର ଧଳା ଅଂଶ ରେ ୯୦%  ଜଳ ରହିଥାଏ  ୧୦% ଏବଂ କ୍ୟାଲୋରୀ ରହିଥାଏ । ତେବେ ଏଥିରେ ୬୭% ପ୍ରୋଟିନ ଶରୀରକୁ ମିଳିଥାଏ । ସେହିଭଳି ଅଣ୍ଡାର ହଳଦିଆ ଅଂଶ ରେ ୫୫% କ୍ୟାଲୋରୀ ରହିଥାଏ । ଏହା ସହ ଭିଟାମିନ A ଭିଟାମିନ ଡ଼ି , ଭିଟାମିନ ଇ ,ଏବଂ ଭିଟାମିନ କେ ବହୁ ପରିମାଣ ରେ ମିଳିଥାଏ । ସେଥିପାଇଁ ଏହା କୋଳେଷ୍ଟ୍ରୋଲ ବଢାଇବାରେ ସାହାଯ୍ୟ କରେ ।

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *