ଦେହ ଦେଲେ ମିଳିବ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା । ଆସନ୍ତୁ ଜାଣିବା ଏହି ବହୁତ ଭାଇରଲ ଖବର ।

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ। ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ ଯେ। ଆଜି ଆମେ ଏକ ଅତି ଦୁଃଖ ଖବର ଆସୁଛି । ସେହି ଦୁଃଖ ଖବର ଆସୁଛି କଳାହାଣ୍ଡି ଜିଲ୍ଲା ରୁ । ଏହି ପୋଷ୍ଟ ରେ ଆମେ ଜାଣିବା କଣ ହୋଇଛି ପ୍ରକୃତ ଘଟଣା । ଏହି ପୋଷ୍ଟ ଟି କୁ ସମ୍ପୂର୍ଣ୍ଣ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପଢ଼ନ୍ତୁ ଆଉ ଜଣାନ୍ତୁ ସେହି ଘଟଣା ବିଷୟରେ । 

 

ଚାଲନ୍ତୁ ଆରମ୍ଭ କରିବା ଆଜି ର ଏହି ଖବର । ଆଉ ଜାଣିବା ସେହି କଳାହାଣ୍ଡି ର ଖବର । ଆପଣ ମାନେ ତ ଭଲ ଭାରେ ଜାଣି ଥିବେ କି ଆମ ଦେଶ ରେ ସବୁ ଗରିବ ଆଉ ଘର ନଥିବା ଲୋକ ମାନ ଙ୍କୁ ସବୁ ଆବାସ ଯୋଜନା ମାଧ୍ୟମ ରେ  ସବୁ ଗରିବ ଲୋକ ମାନ ଙ୍କୁ ଘର ଯୋଗାଇ ଦିଆ ଯାଉଛି । ସେହି । ସେହି ଯୋଜନା ରେ ପାଇଁ କଳାହାଣ୍ଡି ର ଜଣେ ମହିଳା ଆବେଦନ କରିଥିଲେ । 

 

ଆଉ ତାଙ୍କୁ ସେହି ଯୋଜନ ରେ ଘର ମିଳି ନଥିଲା । ସେହି ମହିଳା ଜଣକ ଯେତେ ବେଳେ ସେହି ବିଷୟର ସେହି ଜାଗା ର ସରପଞ୍ଚ ଙ୍କୁ ଏହି ବିଷୟ ରେ । ପଚାରିଲେ ସେହି ସମୟ ରେ ସରପଞ୍ଚ ସେହି ମହିଳା ଙ୍କୁ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ । ଯଦି ସେ ଶାରୀରିକ ସମ୍ପର୍କ ରଖିବେ ତାହା ହେଲେ ତାଙ୍କୁ ମିଳିବ ଆବାସ ଯୋଜନା । ଏହି ଘଟଣା କୁ ନେଇ ସେହି ମହିଳା ଜଣକ ପୋଲିସ କୁ ଜଣାଇ ଛନ୍ତି । ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।

 

ଧନ୍ୟବାଦ

 

Leave a Reply

Your email address will not be published. Required fields are marked *