76 ବର୍ଷୀୟ ଶଶୁର ଜବରଦସ୍ତି କଲା ବୋହୁ ସହ ରାସଲୀଳା । ଭିଡ଼ିଓ ହେଲା ଭୟଙ୍କର ଭାଇରଲ

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ମିଡ଼ିଆ ଆଜି ଆମେ ଦେଖିବା ଏକ ଶଶୁର କେମିତି ବୋହୁ ସହ ରାସଲୀଳା କରୁଛି ଓ ବୋହୁ କଣ କଲା ଆପଣ ସମ୍ପୂର୍ଣ ପଢିଲେ ଓ ଦେଖିଲେ ଜାଣି ପାରିବେ ।

ଆପଣ ମାନେ ଜାଣିଥିବେ ଶଶୁର ବୋହୁ ର ପାପ ସମ୍ପର୍କ ବିଷୟରେ ଏହା କିଛି ନୂଆ କଥା ନୁହେଁ । ସବୁ ଶଶୁର ଖରାପ ନୁହେଁ କି ସବୁ ବୋହୁ ଖରାପ ନୁହନ୍ତି ଆସନ୍ତୁ ଆମେ ଜାଣିବା ଏଭଳି ଏକ ବହୁ ଭାଇରଲ ଘଟଣା ବିଷୟରେ । କଥା ଟା କିଛି ଏ ପରିକି ଘଟାନା ଟା ହେଉଛି ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଏହା ଘଟଣା ।ପିପିଲି ଥାନା ଅନ୍ତର୍ଗତ ପଞ୍ଚୁ ମଲ୍ଲିକ ନ୍କ ନାଁରେ ଉଠିଛି ଏମିତି ଏକ ଅବିଶ୍ଵସନୀୟ ଘଟଣା । ଘଟଣା ତା କିଛି ଏପରିକି ପଞ୍ଚୁ ମଲ୍ଲିକ ନିଜ ବୋହୁ ସହ ଘଟାଇ ଛନ୍ତି କିଛି ଏପରି ଆଲ୍ଲାଜୁକ ଘଟଣା ।

ଘଟଣା ତା କିଛି ଏପ ରିକି ନିଜ ପୁଅ ରାଜା ଜଣେ ରେଲୱେ ରେ ଚାକିରୀ କରିଛନ୍ତି । ସେ ସଦା ସର୍ବଦା ଘରଠୁ ବାହା ରେ ରୁହନ୍ତି । ଯାହାର ସୁଯୋଗ ନେଇ ତା ବୋହୁ ଉପ ରେ ଖରାପ ନଜର ପକାଇଥିଲେ ତାର ବାପା ପଞ୍ଚୁ । ପଞ୍ଚୁ ତାଙ୍କ ସ୍ତ୍ରୀ ଯେତେ କହିଲେ ବି ରାଜା ବିଶ୍ୱାସ କରୁନଥିଲେ । ଏକ ଦିନ ରାଜା ଙ୍କ ପତ୍ନୀ ତାଙ୍କ ର ଶଶୁର ର ଏହି କଳା କାରନାମା ନିଜ ଫୋନ ରେ ରେକର୍ଡ଼ିଂଗ କରି ତାଙ୍କ ପାଖ କୁ ପଠାଇ ଦେଇଥିଲେ । ଯାହା ଫଳରେ ତାଙ୍କ ପୁଅ ପିପିଲି ଥାନା ରେ ତାଙ୍କ ବାପାଙ୍କ ନାଁ ର ଏକ କେସ ଦେଇଥିଲେ । ଯାହା ଏବେ ଭାଇରଲ ହେବାରେ ଲାଗିଛି ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *