ଆସନ୍ତୁ ଜାଣିବା ଅନୁଭବ ଙ୍କ କଥିତ ପ୍ରେମିକ ଜାଗୃତି ଙ୍କ ବିଷୟରେ । କଣ ଅନୁଭଵ ସତରେ…

ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟଲ କୁ । ବେଶ କିଛି ଦିନ ହବ ଅନୁଭଵ ଓ ଜାଗୃତି ଙ୍କୁ ନେଇ ବେଶ ସୋସିଆଲ ମିଡ଼ିଆ ରେ ଚର୍ଚା ହେଉଛି । ଜାଗୃତି ଙ୍କୁ ଅନୁଭଵ ଙ୍କ ର କଥା କଥିତ ପ୍ରେମିକା ବା ହେବାକୁ ଯାଉଥିବା ସ୍ତ୍ରୀ ବୋଲି ସୋସିଆଲ ମିଡ଼ିଆ ରେ ବହୁତ ଚର୍ଚା ହୋଇଥିଲେ । ଆସନ୍ତୁ ଜାଣିବା ଅନୁଭଵ ଙ୍କ ଓ ଜାଗୃତି ଙ୍କ ସମ୍ପର୍କ କେମିତି ହେଲା ଦେଖା ସାକ୍ଷାତ । ଜାଗୃତି ହେଉଛନ୍ତି ଲୋକ ସଭା ଟିଭି ର ରିପୋର୍ଟର । ସେ ସାହିତ୍ୟ ଉପରେ ବହୁତ ଅଧ୍ୟାୟନ କରିଛନ୍ତି । ସେ ଭଲ ସ୍କ୍ରିପ୍ଟ ମଧ୍ୟ ଲେଖି ଥାନ୍ତି । ହେଲେ ଅନୁଭଵ ଓ ତାଙ୍କର ସମ୍ପର୍କ ଗଢି ଉଠିବାର କାରଣ …

ଜାଗୃତି ଶୁକ୍ଳା ଅନୁଭବ ଙ୍କ ବାୟଗ୍ରାଫି ର ସ୍କ୍ରିପ୍ଟ ଲେଖିଛନ୍ତି ଯେଉଁଥିରେ ଅନୁଭଵ ଙ୍କ ସମ୍ପୂର୍ଣ ଯିବନି ରହିଛି । କେମିତି ସଂଘର୍ଷ କରିଥିଲେ ଅଲବମ ରେ ସବୁ ଲେଖା ହେଇଛି ଓ ସେ ବହୁତ ଲୋକ ପ୍ରିୟ ଏମ୍ପି ବୋଲି ଏହି ସ୍କ୍ରିପ୍ଟ ରେ ଲେଖା ଯାଇଛି । ଏହି ବାଇଓଗ୍ରାଫି ରେ ବହୁତ ପ୍ରଶଂସା କରିଛନ୍ତି ଜାଗୃତି ଅନୁଭଵ ଙ୍କୁ ନେଇ ।

 

ନିକଟରେ ଯେତେବେଳେ ଅନୁଭଵ ଓ ବର୍ଷା ଙ୍କ ବିବାଦ ଆରମ୍ଭ ହୋଇଥିଲା ସେ ଅନୁଭଵ ଓ ବର୍ଷା ଙ୍କୁ ନେଇ ତାଙ୍କ ଫେସବୁକ ଆଇଡ଼ି ରେ ଛାଡିଥିଲେ ଓ ଏହି ଲେଖାରେ ଅନୁଭଵ ଙ୍କ ସପକ୍ଷ ରେ ଯାଉଥିଲା । ଅନୁଭଵ ଏହି ପୋଷ୍ଟ ର ରିପ୍ଲେ ରେ ଏକ ଶୋଳ୍କ ଲେଖିଥିଲେ ଉତ୍ତରରେ ଜାଗୃତି ବି ଏକ ଶୋଳ୍କ ଲେଖିଥିଲେ । ଏହାକୁ ନେଇ ବର୍ଷା ଙ୍କ ସମର୍ଥକ ଜାଗୃତି ଙ୍କୁ ରିପ୍ଲେ ମାଧ୍ୟମରେ ହରକତ କରିଥିଲେ ଏଥି ପାଇଁ ଜାଗୃତି ନିଜ ଫେସବୁକ କୁ ବନ୍ଦ କରିଦେଇଥିଲେ । ଏହାପରେ ଅନୁଭଵ ଓ ଜାଗୃତି ଙ୍କୁ ନେଇ ବେଶ ଚର୍ଚା ଜୋର ଧରିଥିଲା । ଜାଗୃତି ଙ୍କୁ ଅନୁଭଵ ଙ୍କ ପପ୍ରେମିକା ବୋଲି କୁହାଯାଇଥିଲା । ଦୀପାବଳି ଦିନ ….

ଜାଗୃତି ତାଙ୍କ ଫେସବୁକ ଆଇଡ଼ ରେ ସମ୍ବଲପୁରୀ ଶାଢ଼ୀ ପିନ୍ଧା ଫୋଟ ପୋଷ୍ଟ କରିଥିଲେ । ସେ ପୋଷ୍ଟ କୁ ଅନୁଭବ ତାଙ୍କ ନିଜ ଆକାଉଣ୍ଟ ରେ ସେୟାର କରିଥିଲେ ଓ ପ୍ରୋଉଡ଼ ଅଫ ଓଡିଶା ଲେଖିଥିଲେ । ସମ୍ବଲପୁରୀ ଶାଢ଼ୀ ପାଇଁ ଅନୁଭଵ ଧନ୍ୟବାଦ ଦେଇଥିଲେ । କିନ୍ତୁ ଏହା ପରେ ସୋସିଆଲ ମିଡ଼ିଆ ରେ ଚର୍ଚା ଧରିଛି ଅନୁଭଵ ଜାଗୃତି ଙ୍କୁ ନେଇ ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

 

 

Leave a Reply

Your email address will not be published. Required fields are marked *