କାଳିଆ ଯୋଜନା ପରେ ଆସିଲା ସ୍ମାର୍ଟଫୋନ ଯୋଜନା । ଆସନ୍ତୁ ଜାଣିବା କେଉଁ ମାନେ ପାଇବେ ସ୍ମାର୍ଟଫୋନ …

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ମିଡ଼ିଆ କୁ ଆଜି ଆମେ କହିବୁ ସରକାର ଆଣିଥିବା ସ୍ମାର୍ଟଫୋନ ଯୋଜନା ବିଷୟରେ ଆପଣ ଏହି ଖବର ଟି ମୂଳରୁ ସେସ ପର୍ଯନ୍ତ ପଢନ୍ତୁ ଜାଣିପାରିବେ କେଉଁମାନେ ଏହି ସୁବିଧା ର ଲାଭ ଉଠାଇ ପାରିବେ ।

 

ଆପଣ ମାନେ ଜାଣିଥିବେ ନବୀନ ସରକାର ପ୍ରତିବର୍ଷ ଭିନ୍ନ ଭିନ୍ନ ଯୋଜନା ଆଣନ୍ତି ଲୋକମାନଙ୍କ ପାଇଁ ଓ ଲୋକ ମାନେ ମଧ୍ୟ ଏହି ସୁବିଧା ର ଭରପୁର ଲାଭ ଉଠାଇ ଥାନ୍ତି । ଆଜି ଆମେ ଆପଣଙ୍କୁ କହିବୁ ସ୍ମାର୍ଟଫୋନ ଯୋଜନା ବିଷୟରେ । ଆଜି ଏହାର ମଧ୍ୟ ଶୁଭାରମ୍ଭ ହୋଇଛି ।

 

ଏହି ଯୋଜନା ଟି କରା ଯାଇଛି ମାଲକାନଗିରି ର ସ୍ୱାଭିମାନ ଅଞ୍ଚଳ ର ସବୁ ପରିବାର ପାଇଁ ।ପ୍ରତିଟି ପରିବାର କୁ ସ୍ମାର୍ଟଫୋନ ଯୋଗାଇ ଦେବେ ସରକାର । ଏହି ଅଞ୍ଚଳରେ ୪ ଟି 4G ଟାୱାର ଲାଗିଛି ଓ ଆଉ ତିନୋଟି ଆଗକୁ ଲାଗିବା ବ୍ୟବସ୍ତା କରାଯାଇଛି । ମାଓବାଦୀ ମାନଙ୍କୁ ହିଂସା ଛାଡି ମୁଖ୍ୟସ୍ରୋତ ରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି ଓ ସେହି ଅଞ୍ଚଳ ର ବିକାଶ ପାଇଁ ୧୦୦ କୋଟି ଟଙ୍କା ର ପ୍ୟାକେଜ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ଏହି ୧୦୦ କୋଟି ବିଦୂତ, ରାସ୍ତାଘାଟ ଓ ଜଳସେଚନ ରେ ଲାଗିବ ।

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *