ଅନୁଭଵ ବର୍ଷା ଙ୍କ Whatsapp ଚାଟ ଏବେ ଫୁଣି ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରଲ ।

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ କହିବୁ ଅନୁଭବ ଓ ବର୍ଷା ଚାଟ ଭାଇରଲ ବିଷୟରେ ଆପଣ ମାନେ ଏହି ଖବର କୁ ଆରମ୍ଭରୁ ଶେଷ ପର୍ଯନ୍ତ ପଢନ୍ତୁ ଜାଣିପାରିବେ ସମ୍ପୂର୍ଣ ଘଟଣା ଟି କଣ ।

ଆପଣ ମାନେ ଜାଣିଥିବେ ୨୦୨୦ ସମସ୍ତ ଙ୍କ ପାଇଁ କାଳ ହୋଇଯାଇଛି । କେତେ ସେନିମା କଳାକାର ଙ୍କ ର ଜୀବନ ଗଲାଣି ତ କାହାର ବିବାହ ବିଚ୍ଛେଦ ଏହି ବର୍ଷ କଳାକାର ମାନଙ୍କ ପାଇଁ କଳା ର ବର୍ଷ ବୋଲି ମାନି ନେଇଛନ୍ତି ଆମ ଓଡ଼ିଆ ସିନେ ଜଗତ ବି ଏହା ମଧ୍ୟରୁ ବାଦ ପଡିନି । ଅନୁଭଵ ବର୍ଷା ଙ୍କ ଏବେ ପର୍ଯନ୍ତ ଥମିନି କି କୌଣସି ସମାଧାନ ହୋଇ ପାରିନି ….

ଏବେ ଫୁଣି ଅନୁଭଵ ବର୍ଷା ଙ୍କ ଚାଟ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେଉଛି । ଏହି ଚାଟ ରେ ଦେଖିବାକୁ ମିଳିଛି ଯେ ଅନୁଭଵ ବର୍ଷା ଙ୍କୁ ବହୁତ ଅନୁରୋଧ କରୁଛନ୍ତି ତାଙ୍କ ଘରକୁ ଫେରିଯିବାକୁ ହେଲେ ବର୍ଷା ଏହି କଥା କୁ ମନୁନାହାନ୍ତି । ୪୦ ଟି ଚାଟ ର ସ୍କ୍ରିନଶଟ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି । ଏହା ମଧ୍ୟ ରେ ପ୍ରଶ୍ନ ଉଠୁଛି ଯେ ଏହି ଚାଟ ସ୍କ୍ରିନଶଟ କୁ କିଏ ସୋସିଆଲ ମିଡ଼ିଆ କୁ ଆଣିଲା । ଏ ଚାଟ ଦେଖିଲା ପରେ କିଛି ଲୋକମାନେ ଅନୁଭଵ ଙ୍କୁ ସମର୍ଥନ କରିଛନ୍ତି ଓ କିଛି ଲୋକ ବର୍ଷା ଙ୍କୁ କରିଛନ୍ତି କାରଣ ଏହି ଚାଟ ଟି ଅନୁଭଵ ଙ୍କ ହେଟର୍ସ ଫେସବୁକ ପେଜ ରେ ଛଡ଼ାଯାଇଛି । ଯଦି ଅନୁଭଵ ଏହି ଚାଟ ଛାଡିଛନ୍ତି ତାହେଲେ ସେ କାହିଁକି ତାଙ୍କ ପର୍ସୀନାଲ ଚାଟ କୁ ଛାଡିଛନ୍ତି । ଯଦି ଛାଡି ନାହାନ୍ତି ତାହେଲେ କିଏ ଛାଡିଲା ଏହି ସ୍କ୍ରିନଶଟ । ଏବେ ଏହି ଚାଟ ବହୁତ ଭାଇରଲ । ଆମେ ଏଇଠି କହି ରଖୁଚୁ ଯେ ଏହି ଚାଟ ଟି ମାର୍ଚ୍ଚ ମାସରେ ଯେତେବେଳେ ଅନୁଭଵ ବର୍ଷା ଙ୍କ ବିବାଦ ଆରମ୍ଭ ହୋଇଥିଲା । ଏଥି ମଧ୍ୟ ରୁ ଜଣା ପଡୁଛି ଯେ ବର୍ଷା ଙ୍କ ଆଡୁ ଟିକେ ଅଧିକ ଦୋଷ ରହୁଛି ଓ ଅଳ୍ପ ଦିନ ପୂର୍ବରୁ ଅନୁଭଵ ଓ ବର୍ଷା ଭଉଣୀ ଙ୍କ କଲ ରେକର୍ଡ ଭାଇରଲ ହେଇଥିଲା ସେ ରେକର୍ଡ ରୁ ଆଭାସ ମିଳୁଥିଲା କି ବର୍ଷା ଙ୍କ ପରିବାର  ଅନୁଭଵ ଙ୍କ ଫସେଇବାକୁ ଚେଷ୍ଟା କରୁଥିବା ର ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *