ଫସିଗଲେ ଅମ୍ଳାନ ଆସିଲା ସତ୍ୟ । ଏତେ ମିଛ କହିଲେ ଅମ୍ଳାନ ଆସନ୍ତୁ ଦେଖିବା ଏହି ଖବର

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ କହିବାକୁ ଯାଉଛୁ ବହୁ ଚର୍ଚ୍ଚିତ ଅମ୍ଳାନ ଦାସ ଙ୍କ ସ୍ତ୍ରୀ ଙ୍କ ନଦୀ କୁ ଡେଉଁଥିବା ବିଷୟରେ ….

କାଲି ଦିନ ୧୨ ଟା ବେଳେ ଏ ଘଟଣା ଘଟିଥିଲା । ଅମ୍ଳାନ ଙ୍କ କହିବା ଅନୁସାରେ । ସଖାଳେ ଘରେ ପୂଜା ଥିଲା ଆମେ ଦୁଇ ଜଣ ପୂଜା ଜିନିଷ ପକେଇବାକୁ ନଦୀ କୁ ଯାଇଥିଲୁ ମୁ ଗାଡି ରେ ବସିଥିଲି । ଭୂମିକା ପୂଜା ଜିନିଷ ପକେଇବାକୁ ନଦୀ କୁ ଯାଇଥିଲା ଓ ମତେ ଯେତେ ବେଳେ ଡ୍ରାଇଭର ଡାକିଲା ଭାଇ ଭାଉଜ ସେତେବେଳେ ମୁଁ ଦେଖିଲା ବେଳକୁ ଭୂମିକା ପାଣି ଭିତରେ ପରେ ପୋଲିସ ସହାୟତାରେ ଉଦ୍ଧାର କରାଯାଇଥିଲା ଓ ସେହି ସମୟରେ ମୁ ନଦୀ କୁ ଡେଇବାକୁ ଚେଷ୍ଟା କରୁଥିବା ସମୟରେ ଲୋକମାନେ ମତେ ଅଟକେଇଥିଲେ ।

 

ଆଜି ସଖାଳୁ ଅମ୍ଳାନ ଙ୍କ ସ୍ତ୍ରୀ ଭୂମିକା ସୋସିଆଲ ମିଡ଼ିଆ ରେ ଭିଡ଼ିଓ ମାଧ୍ୟମରେ କହିଥିଲେ ଯେ ଦୟାକରି ମିଡ଼ିଆ ଭାଇ ମାନେ ଏ ଛୋଟ କଥାକୁ ନେଇ ଆମକୁ ହଇରାଣ କରନ୍ତୁ ନାହିଁ ଓ ଆମ ବିଷୟରେ ହେଉଥିବା ମିଥ୍ୟା ଅପପ୍ରଚାର ସବୁ ବନ୍ଦ କରନ୍ତୁ । ସେ କହିଥିଲେ ମୁ ଯେତେ ବେଳେ ପୂଜା ସାମଗ୍ରୀ ପକେଇବାକୁ ନଦୀ ପାଖକୁ ଯାଇଥିଲି ସେତେବେଳେ ମୋ ଗୋଡ଼ ଖସିଯାଇଥିଲା । ମୁ ହାଇ ହିଲ ପିନ୍ଧି ଥିବାରୁ ମୋ ଗୋଡ଼ ଖସି ଗଲା । କିନ୍ତୁ ଏହା ମନ ଗଢା କାହାଣୀ ପରି ଲାଗୁଛି କାରଣ ଆମେ ଆଜି ସେ ଜାଗାରେ ପହଂଚି ଥିଲୁ ଯେଉଁ ଜାଗାରେ ଅମ୍ଳାନ ଙ୍କ ସ୍ତ୍ରୀ ପାଣିରେ ପଡିଯାଇଥିଲେ । ସେ ଜାଗାରେ ବାରିକେଡ ଅଛି ପ୍ରଥମ ବାରିକେଡ ଅଣ୍ଟା ଉଞ୍ଚା ହୋଇଥିବା ବେଳେ ଦ୍ୱିତୀୟ ଟି ଛାତି ଉଚ୍ଚା । ଯଦି ବି ଗୋଡ ଖସେ କେବେ ହେଲେ ଛାତି ଉଞ୍ଚା ବାରିକେଡ ଡେଇଁ ପାଣିକୁ ପଡିବ ନାହିଁ । ଏହା ପଛରେ କିଛି ନିସ୍ଛକ ସତ ଲୁଚି ଯାଉଛି ।

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *