ଠିଆ ହୋଇ ପରିସ୍ରା କଲେ ହୋଇଥାଏ ଏହି ସବୁ ଅସୁବିଧା ଆସନ୍ତୁ ଜାଣିବା କଣ ଏହି ଅସୁବିଧା ସବୁ

ଠିଆ ହୋଇ ପରିଶ୍ରା କରୁଛନ୍ତି କି ? ଯଦି ହଁ ତେବେ ହୋଇପାରେ ଏହୂ ସବୁ ଅସୁବିଧା ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିପରି ଆମ୍ଭ ମାନେ ଦୈନ ଦିନ ଜୀବନ ରେ କରୁଥିବା ଏହି ସବୁ ଛୋଟ ଭୁଲ ଆମ୍ଭ ଶରୀର ଉପ ରେ ଏକ ବଡ଼ ପ୍ରଭାବ ପକାଇ ପାରେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ହଁ ଆଜ୍ଞା ଆମ୍ଭେ ମାନେ ଦୈନ ଦିନ ଜୀବନ ରେ ଏଭଳି କିଚି ଭୁଲ କରିଥାଉ ଯାହା ଆମ୍ଭ ତଥା ଆମ୍ଭ ଶରୀର ଉପ ରେ ବହୁ ମାତ୍ର ରେ ପ୍ରଭାବ ପକାଇ ଥାଏ । ଯେପରି ଠିଆ ହୋଇ ପାଣି ପିଇବା ହେଉ କିମ୍ବା ରାତିରେ ଶୋଇବା ପୂର୍ବରୁ ଅତ୍ୟଧିକ ଦବେଇକି ଖାଦ୍ୟ ହେଉ । ଯାହା ଶରୀର ଉପ ରେ ବହୁ ମାତ୍ରା ରେ ପ୍ରଭାବ ପକାଇଥାଏ । କିନ୍ତୁ ଆମ୍ଭେ ମାନେ ଜାଣି ଶୁଣି ମଧ୍ୟ ସେହି ଭୁଲ କୁ ବାରମ୍ବାର କରି ଥାଉ । କିନ୍ତୁ ବେଳେ ବେଳେ ଏହି ଭୁଲ ପାଇଁ ଯେତେବେଳେ ଆମ୍ଭେ । 

 

କୌଣସି ରୋଗ ର ଶିକାର ହୋଇଥାଉ ସେତେବେଳେ ଆମ୍ଭେ ଆମ୍ଭ ମାନଙ୍କ ର ଭୁଲ କୁ ବୁଝି ପାରିଥାଉ । ତେବେ ଆମ୍ଭେ କରୁଥିବା ସେହି ଭଳି ଏକ ଭୁଲ ହେଉଛି ଠିଆ ହୋଇ ପାଣି ପରିସ୍ରା କରିବା । ଏହା କରିବା ଦ୍ୱାରା ଏହା ଆମ୍ଭ ତଳି ପେଟ ରେ ଥିବା ମୂତ୍ରା ସୟ ଥଳି ଉପ ରେ ବହୁ ମାତ୍ର ରେ ପଭାଵ ପକାଇଥାଏ । ଯାହା ଫଳରେ ଆମ୍ଭ ପେଟ ରେ ଯନ୍ତ୍ରଣା ହୋଇଥାଏ । ସେଥିପାଇଁ ସବୁବେଳେ ବସିକି ପରିସ୍ରା କରିବା ଉଚିତ ।

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *