ଥାନା ଭିତରେ ଲଙ୍ଗଳା ହେଲେ ମହିଳା ଆସନ୍ତୁ ଦେଖିବା ଏହି ଭାଇରଲ ଭିଡ଼ିଓ ଓ ଜାଣିବା କାହିଁକି ଏମିତି କରୁଥିଲେ ।

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ଓ ଦେଖିବା ମହିଳା କାହିଁକି ଲଂଗଳା ହେଲେ ଥାନା ପରିସର ଭିତରେ ଆସନ୍ତୁ ।

ଦିନକୁ ଦିନ ଲୋକ ମାନେ ହିତା ହିତ ଭୁଲିବାକୁ ବସିଲେଣି । ସୋସିଆଲ ମିଡ଼ିଆ ଆସିବା ପାଖରୁ ଲୋକମାନେ ନିଜ ମନ ଇଛା ଭିଡ଼ିଓ କରୁଛନ୍ତି କିଛି ନଭାବି ସୋସିଆଲ ମିଡ଼ିଆ ରେ ଛାଡ଼ୁଛନ୍ତି । କିଛି ମାତ୍ରାରେ ସୋସିଆଲ ମିଡ଼ିଆ ର ପ୍ରଭାବ ଭଲ ପଡୁଥିଲେ ବି ବହୁତ ମାତ୍ରା ରେ ଖରାପ । ଆଜି ଆମେ ଦେଖେଇବୁ ମହିଳା ଙ୍କ ଉଲଗ୍ନ ଭିଡ଼ିଓ ପ୍ରଥମେ ଆସନ୍ତୁ ଜାଣିବା ଖବର ଟି ।

ଏ ଘଟଣା ଟି ଘଟିଛି ଅନୁଗୁଳ ଥାନା ପରିସରରୁ ଏ ଭିଡ଼ିଓ ରେ ଜଣେ ମହିଳା ହଟାତ ଆଜି ସକାଳ 8 ଟା ସମୟରେ ଥାନା ଭିତରକୁ ପସିଯାଇଥିଲେ ଓ ଆରମ୍ଭ କରିଥିଲେ ଡ୍ରାମା । ଉଲଗ୍ନ ହୋଇ ଖରାପ ଭାଷାରେ ଗାଳି ଗୁଳଜ ମଧ୍ୟ କରିଥିଲେ । ଥାନା ର କର୍ମଚାରୀ ଙ୍କୁ ମଧ୍ୟ ଖରାପ ବ୍ୟବହାର କରିଥିଲେ । ରାସ୍ତା ରେ ଯାଉଥିବା ଲୋକମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ଓ ଥାନା ଗାଡି କୁ ଭଙ୍ଗା ରୁଜା କରିଥିଲେ । ପରେ ଜଣା ପଡିଥିଲା ଏହି ମହିଳା ଙ୍କ ର ମୁଣ୍ଡ ଖରାପ । କିଛି ସମୟ ପରେ ଥାନା କର୍ମଚାରୀ ଆୟତ କୁ ଆଣିଥିଲେ ଓ ତଦନ୍ତ କଲା ପରେ ଜଣା ପଡିଥିଲା ଏହି ମହିଳା ଙ୍କ ଘର କଳାହାଣ୍ଡି ଓ ତାଙ୍କର ସମ୍ପର୍କୀୟ ଅନୁଗୁଳ ରେ ଅଛନ୍ତି ଥାନା କର୍ମଚାରୀ ମହିଳା ଙ୍କୁ ଅନୁଗୁଳ ରେ ଥିବା ତାଙ୍କ ସମ୍ପର୍କୀୟ ଙ୍କ ଘରେ ଛାଡ଼ି ଆସିଥିଲେ । ଦେଖନ୍ତୁ ଏହି ଭିଡ଼ିଓ ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *