ସ୍ୱାମୀ ଙ୍କ ସାଇକେଲ ରୁ ଲମ୍ଫଟ ମାରି । ସ୍ତ୍ରୀ ପ୍ରେମିକ ର ଗାଡି ରେ ଫେରାର । ତାପରେ ସ୍ୱାମୀ … 

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିପରି ଜଣେ ମହିଳା ସ୍ୱାମୀ ର ଗାଡି ରୁ ଲମ୍ଫଟ ମାରି ନିଜ ର ପ୍ରେମିକ ସହିତ ଫେରାର ହୋଇଯାଇଛନ୍ତି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କଥା ତ ବିଶ୍ୱାସ କରି ହେଉନଥିଲେ ବି ସତ୍ୟ । କାରଣ କଥା  ଟା ଏକ ହାସ୍ୟ ସ୍ପଦ ବୋଲି ମନେ ହେଉଛି । ତଥ୍ୟ ଟି ହେଉଛି ନୂଆ ଦିଲ୍ଲୀ ର ହଫିଜ ନଗର ର ଏହି ଘଟଣା । ହାଫିଜ ନଗର ଥାନା ଅଞ୍ଚଳ ରେ ମୁଣ୍ଡିଆ ଭିକମ ପୁର ଗାଁରେ ଜଣେ ଯୁବକ ଲକଡାଉନ୍ ସମୟ ରେ ଜନପଦ ପିଲିଭିତ ଥାନା ଋରିଆ ଗାଁର ଜଣେ ଯୁବତୀ ଙ୍କୁ ବିବାହ କରିଥିଲେ । ପତିଙ୍କ କହିବା ଅନୁସାରେ ତାଙ୍କ ପତ୍ନୀ ଅନେକ ଦିନରୁ ଅସୁସ୍ଥ ଥିଲେ । 

 

ତେଣୁ ସେ ପାଖ ଗାଁକୁ ଡାକ୍ତର ଙ୍କୁ ଦେଖାଇ ବାକୁ ଯାଉଥିଲେ । ରବିବାର ସେ ଦ୍ୱିପ୍ରହର ରେ ପତ୍ନୀଙ୍କୁ ସାଇକଲ ରେ ବସାଇ ଡାକ୍ତର ଙ୍କ କ୍ଲିନିକ କୁ ଯାଉଥିଲେ । କିନ୍ତୁ ଏହି ସମୟ ରେ ଘଟିଗଲା ଏତେ ସବୁ ଘଟଣା । ଯେଉଁଥିରେ ସେ ଗଲା ବଲେ ତାଙ୍କ ପୂର୍ବତନ ପ୍ରେମିକ ଏକ ଗାଡି ରେ ଆସୁଥିଲା । ସେହି ସମୟ ରେ ସେ ତାଙ୍କ ସ୍ୱାମୀ ଙ୍କ ସାଇକେଲ ରୁ ଲମ୍ଫଟ ମାରି ନିଜ ପ୍ରେମିକ ର ବାଇକ ରେ ଫେରାର ହେବା ସହ ତାଙ୍କୁ ତାଙ୍କ ର ଗୋଡ଼ ର ଚପଲ ତାଙ୍କ ମୁହଁ କୁ ଫୋପାଡ଼ି ଥିଲେ । ଯାହା ବର୍ତ୍ତମାନ ର ଚର୍ଚ୍ଚା ର ବିଷୟ ।

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *