ମନ କୁ ଆୟତ୍ତ କରିବାର ସହଜ ଏବଂ ସରଳ ଉପାୟ । ଯାହା ଫଳ ରେ ଆପଣ ନିଜ ଜୀବନ ର ୯୦% ସମସ୍ୟା ସମଧାନ କରିପାରିବେ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିପରି ଜଣେ ସାଧାରଣ ଲୋକ ଏହି ଉପାୟ ଦ୍ୱାରା ଆପଣ ନିଜେ ନଜର ମନ କୁ ଆୟତ୍ତ ରେ ରଖିପାରିବ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ମନ ଏକ ଉଦନ୍ତା ଚଢେଇ । ଯାହା ଆଲୋକ ର ବେଗ ଠାରୁ ମଧ୍ୟ ଅତ୍ୟଧିକ । ଟଯୁ ଆୟତ୍ତ କରିବା ଅସମ୍ଭବ ମନେ ହେଉଥିଲେ ବି । ତାହା ସମ୍ଭବ କାରଣ ତାହା ବହୁ ମୁନି ଋଷି ମାନେ କରି ଦେଖେଇଛନ୍ତି । ତାହା କହଁଇକି ଆମ୍ଭେ କରିପାରିବାନି । ତେବେ ହଁ ଏହା ସାଧାରଣତଃ ଟିକେ କଷ୍ଟ । କିନ୍ତୁ ଆମ୍ଭେ କରି ପାରିବା । ଆଉ ଆପଣ ମାନେ ଜାଣନ୍ତୁ । 

 

ଯଦି ମନ କୁ ଆୟତ୍ତ କରି ପାରିଲେ ତେବେ ଆପଣଙ୍କ ଜୀବନ ରେ ୯୦% ରୁ ଅଧିକ ସମସ୍ୟା ର ସମାଧାନ ଏକ ଚୁଟିକି ରେ କରିପାରିବେ  । ଏହା କରି ବାକୁ ସର୍ବ ପ୍ରଥମେ ଆପଣ ଙ୍କୁ ଆପଣ ଙ୍କ ମନ କୁ ବିଚଳିତ ନକରି । ଆପଣଙ୍କ ର ନିଜ  ର ଆୟତ୍ତ ରେ ରଖିବାକୁ ଚେଷ୍ଟା କରନ୍ତୁ । ନିଜ ଆୟତ୍ତ ରେ ରଖିବା ପାଇଁ । 

 

ଆପଣ ଙ୍କୁ ପ୍ରତିଦିନ ସକଲୁ ମାତ୍ର ୧୦ ମିନିଟ  ଧ୍ୟାନ ରେ ରହିବାର ଅଛି କାରଣ ଧ୍ୟାନ ଏକ ଏମିତି ଯୋଗ ଯାହା ଦ୍ୱାରା ଆପଣ ନିଜର ତଥା ନିଜ ଶରୀର ର ୪୦% ରୋଗ ରୁ ମୁକ୍ତି ପାଇଁ ପାରିବେ । ଏହା ବିଶ୍ଵସ ହେଉନଥିଲେ ବି ସତ୍ୟ ଅଟେ । ଆଉ ନିଜ ଧ୍ୟାନ ର ଶକ୍ତି ବୃଦ୍ଧି କରିବା ପାଇଁ ସଦା ସର୍ବଦା କାମ କରିବାର ଅଛି । 

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

 

     ଧନ୍ୟବାଦ ।

Leave a Reply

Your email address will not be published. Required fields are marked *