ପୁରୀରେ ଚାଲିଛି ଅନଲାଇନ ଖେଳ । ଏମିତି ହେଉଛି ଖେଳ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ହେ ଭଗବାନ ଏମିତି …

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ପୁରୀରେ ଅନଲାଇନ ରେ କେମିତି ହେଉଛି ବେପାର ଆସନ୍ତୁ ଜାଣିବା ….

ଆପଣ ମାନେ ଟଙ୍କା ଦେଇ ଦେହ ବେପାର କଥା ଶୁଣିଥିବେ ହେଲେ ଅନଲାଇନ ରେ ଆପଣ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ଯଦି ଆପଣ ଜାଣିନାହାନ୍ତି ଅନଲାଇନ ରେ କେମିତି ଖେଳ ହେଉଛି ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ।

ଏହି ଖବର ଟି ଆସିଛି ପୁରୀରୁ ଅନଲାଇନ ରେ ନିଜ ଦେହ ଦେଖାଇ ହଜାର ହଜାର ଟଙ୍କା ଲୁଟୁଛନ୍ତି ବେଙ୍ଗୀୟ ଯୁବତୀ ମାନେ । ଆପଣ ଯେତେ ଅଧିକ ଟଙ୍କା ଦେବେ ସେମାନେ ସେତେ ନଗ୍ନ ହେବେ । ଏହି ପରି ଭାବରେ ବେଙ୍ଗୀୟ ଯୁବତୀ ପୁରୁଷ ମାନଙ୍କ ଠାରୁ ପ୍ରତିଦିନ ହଜାର ହଜାର ଟଙ୍କା । ଗୋଟିଏ ବେକ୍ତି ଠୁ ୨୫୦/୫୦୦୦ ପର୍ଯନ୍ତ ନେଉଛନ୍ତି । ପ୍ରଥମେ ଏହି ଯୁବତୀ ଫେସବୁକ ରେ ଫ୍ରେଣ୍ଡସ ପାଇଁ ରିକୁୱେଷ୍ଟ ପଠାଇ ଥାନ୍ତି । ଯେତେ ବେଳେ ଯୁବକ ଏହାକୁ ଗ୍ରହଣ କରେ ରିକୁୱେଷ୍ଟ କୁ ତାପରେ ଚାଟ ରେ କଥା ହୋଇ ଫସାଇ ବାକୁ ଚେଷ୍ଟା କରଥାନ୍ତି ।

ଏହି ବେଙ୍ଗୀୟ ଯୁବତୀଙ୍କ ମାୟା ଜାଲରେ ପଡି ଅନେକ ଯୁବକ ଟଙ୍କା ହରାଇଲେଣି । ୨୫୦ ଟଙ୍କା ପଠାଇଲେ ଭିଡିଓ କଲ୍‌ କରି ଯୁବକଙ୍କୁ ନିଜର ସୌନ୍ଦର୍ଯ୍ୟ ଦେଖାଇବାକୁ କହୁଛନ୍ତି । ଯୁବତୀଙ୍କ ପ୍ରସ୍ତାବରେ ରାଜି ହୋଇ ୨୫୦ ଟଙ୍କା ପଠାଇ ଭିଡିଓ କଲ୍‌ରେ କେବଳ ସେକ୍ସ କଥା ବାର୍ତା ହେଉଛନ୍ତି । ଏହାପରେ ଯୁବତୀ କହୁଛି ଯେ, ୫୦୦ ଟଙ୍କା ଦେଲେ ଯୁବକ ଯାହା କହିବେ ସେ ଭିଡିଓ ମାଧ୍ୟମରେ ତାହା କରି ଦେଖାଇବେ। ଏହାପରେ ଯୁବତୀ ଜଣକ ୫ ଜଣ ଯୁବକ ମିଶି ୫ ହଜାର ଟଙ୍କା ପଠାଇଲେ ଯୁବତୀ ଆସିବେ ପୁରୀକୁ ଏବଂ ତା ସହ ଯାହା ଚାହିଁବେ କରି ପାରିବେ ବୋଲି ଯୁବକ ମାନଙ୍କୁ ଲୋଭର ବଶବର୍ତ୍ତୀ କରାଉଛନ୍ତି । ଏଥିରେ ରାଜି ହୋଇ କିଛି ଯୁବକ ହଜାର ହଜାର ଟଙ୍କା ଠକ ଯୁବତୀଙ୍କ ଆକାଉଣ୍ଟରେ ଡିପୋଜିଟ୍‌ କରି ଦେଇଛନ୍ତି । ଅଧିକ ଟଙ୍କା ପାଇବା ପରେ ଯୁବତୀ ଜଣକ ଯୁବକଙ୍କ ଆଇଡିକୁ ବ୍ଲକ କରି ଦେଉଥିବା ଅଭିଯୋଗ ହୋଇଛି।

ତେବେ ଏବେ ଯାଏ ଏ ବିଷୟରେ ପୋଲିସ ପାଖରେ କୌଣସି ଲିଖିତ କମ୍ପଲେନ ହୋଇ ନଥିବା ବେଳେ , ପୋଲିସ ପାଖେ ଏହାର କୌଣସି ସୁଚନା ରହି ନାହିଁ  । ତେବେ କେବେ ବି ଯଦି ଆପଣ ଏହି ଭଳି ଅସୁବିଧାରେ ଫସନ୍ତି , ତେବେ ନିଶ୍ଚିନ୍ତ ରୁପେ ଏଥିରୁ ଦୁରେଇ ରୁହନ୍ତୁ । ଏହି ଭଳି ଖବର ପ୍ରତିଦିନ ପଢିବା ପାଇଁ ଏବେ ହିଁ ଲାଇକ ଟିଏ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *