ପାଣ୍ଡିଆ ଙ୍କୁ ୟାରପୋର୍ଟ ରେ ଅଟକ । ହୋଇ ଯାଇପାରେ କି ଜେଲ । ଚାଲିଛି ଅନୁସନ୍ଧାନ ପଢନ୍ତୁ ପୁରା ଖବର

ନମସ୍କାର ବନ୍ଧୁଗଣ ଆମ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ କହିବୁ ଆପଣଙ୍କୁ ପାଣ୍ଡିଆ ଙ୍କୁ ବିମାନ ବନ୍ଦର ରେ ଅଟକେଇ ଦିଆଯାଇଛି କଣ ପାଇଁ ତାଙ୍କୁ ଅଟକ ରଖା ଯାଇଛି ଆସନ୍ତୁ ଜାଣିବା ।

ଭାରତୀୟ କ୍ରିକେଟର କୃନାଲ ପାଣ୍ଡ୍ୟାଙ୍କୁ ଆଜି ମୁମ୍ବାଇ ବିମାନ ବନ୍ଦରରେ ଅଟକ ଯାଇଥିଲା । ଅଧିକ ଦାମୀ ସାମଗ୍ରୀ ନେଉଥିବା ସନ୍ଦେହରେ ତାଙ୍କୁ ବିମାନ ବନ୍ଦରରେ ଅଟକାଯାଇଥିଲା । ଡାଇରକ୍ଟୋରେଟ ଅଫ ରେଭେନ୍ୟୁ ଇଣ୍ଟେଲିଜେନ୍ସର ଅଫିସର ମାନେ ଅଟକେଇ ଥିଲେ । ତେବେ ଅନ୍ୟ ଅଧିକାରୀ ମାନେ ଅନୁସନ୍ଧାନ ଏବେ ପର୍ଯନ୍ତ ଜାରି ରଖିଛନ୍ତି । ସେ ଆଇପିଏଲ ଖେଳି ସାରି ଦୁବାଇରୁ ଭାରତ ଫେରୁଥିଲେ ।

ତେବେ ପାଣ୍ଡିଆ ଙ୍କ ପାଖରେ ଅଧିକ ମାତ୍ରାରେ ସୁନା ରୁପା ଥିବା ସନ୍ଦେହ କରାଯାଉଛି । କୃନାଲ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳି ସାରି ଭାରତ ଫେରୁଥିଲେ । ଏହା ସହ ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ ଭାଇ ମଧ୍ୟ । ଉଭୟ ଭାଇ ମୁମ୍ବାଇ ଇଣ୍ଡିଆନ୍ସ ଟିମ ରୁ ଆଇପିଏଲ ଖେଳନ୍ତି ।

୧୦ ରେ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଶେଷ ହୋଇଥିଲା । ଚଳିତ ଆଇପିଏଲରେ ମୁମ୍ବାଇ ଚାମ୍ପିୟନ ହୋଇଥିଲା । ପରେ ଆଜି କୃନାଲ ପାଣ୍ଡ୍ୟା ଭାରତ ପେରୁଥିବା ବେଳେ ଭାରତ ଏୟାରପୋର୍ଟ ମୁମ୍ବାଇ ବିମାନ ବନ୍ଦରରେ ଅଟକ ରଖିଛି ଡିଆରଆଇ । ଏପର୍ୟ୍ଯନ୍ତ ସଠିକ କାରଣ ସ୍ପଷ୍ଟ ହୋଇନାହିଁ । ତଦନ୍ତ ଜାରି ରହିଛି ।

ଯଦି ଆମର ଖବର ଆପଣଙ୍କୁ ଭଲ ଲାଗିଚି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ସେୟାର କରି ଅନ୍ୟ ମାନଙ୍କୁ ଏହି ଖବର ପହଂଚାନ୍ତୁ । ଧନ୍ୟବାଦ । ଆପଣ ଙ୍କ ଦିନଟି ଶୁଭ ହେଉ । ଜୟ ଜଗନ୍ନାଥ ।

Leave a Reply

Your email address will not be published. Required fields are marked *