କଣ ଆପଣ ଲୁଚି ଲୁଚି ସମ୍ପର୍କ ରଖୁଛନ୍ତି କି ? ଯଦି ରଖୁଛନ୍ତି ତାହେଲେ ଜାଣି ରଖନ୍ତୁ ଏହି ଭୟଙ୍କର କଥା

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ ଯେ କିପରି ଆପଣ ମାନେ ଗୁପ୍ତ ସହବାସ ରଖୁଛନ୍ତି କି ଭୋଗୀ ପାରନ୍ତି ଏହି ସବୁ ଅସୁବିଧା ।  ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

ହଁ ଆଜ୍ଞା ଗୁପ୍ତ ସହବାସ ଆଇନ ଅନୁସାରେ ଏହା ଦଣ୍ଡ ନିୟ । କିନ୍ତୁ ଏହା ସାଧାରଣତଃ କିଛି ଲୋକ ମାନଙ୍କ ର ସବୁ ଛୋଟ ଭୁଲ ପାଇଁ ହୋଇଯାଇଥାଏ । ବିଶେଷ କରି ଏହା କଲେଜ ପଢୁଆ ଛାତ୍ର ଛାତ୍ରୀ ମାନଙ୍କ ର ହିଁ ହୋଇଥାଏ । କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି କି ଏହି ଆପଣ ପାଉଥିବା ବର୍ତ୍ତମାନ ର ସୁଖ ଆପଣ ଙ୍କ ଜୀଵନ ସମ୍ପୂର୍ଣ୍ଣ ନଷ୍ଟ କରିଦବ । ହଁ ଆଜ୍ଞା ଆପଣ ମାନେ ପ୍ରେମ କରନ୍ତୁ ଭଲ ପାଆନ୍ତୁ । 

 

କିନ୍ତୁ ତାହାକୁ ଶରୀର ଉପ ରେ  ଠିକ ଯାହା ହୃଦୟ ରୁ ହେବା ଦରକାର । ଯାହା ଶରୀର କୁ ନେଇ ହେବା କଥା ନୁହ୍ନେ । ହଁ ଆଜ୍ଞା କାରଣ ଏହାର କୁ ପରିମାଣ ପୁଅ ଅପେକ୍ଷା ଝିଅ ମାନଙ୍କ ଉପ ରେ ଅଧିକ ପଡିଥାଏ । କାରଣ ଝିଅ ମାନଙ୍କ ର ସହବାସ ରେ ସମ୍ଭୋଗ କଲେ ସେମାନେ ବାରମ୍ବାର ସମ୍ଭୋଗ କରିବାକୁ ସାଥି ଖୋଜନ୍ତି । ଯାହା ବହାଘର ପରେ ଆପଣଙ୍କ ଜୀବନ କୁ ସମ୍ପୂର୍ଣ ନଷ୍ଟ କରିଦବ । 

ଯାହା ଦ୍ୱାରା ଆପଣଙ୍କ ର ଛୁଆ ହେବାରେ ମଧ୍ୟ ବହୁ ଅସୁବିଧା ମାନ ଦେଖା ଦେଇ ପାରେ । ସେହି ଭଳି ପୁରୁଷ ମାନେ ବାର ମ୍ବାର ଯଦି ସମ୍ଭୋଗ କରନ୍ତି ତେବେ ତାଙ୍କ ର ଯୌନାଙ୍ଗ ରେ ବୀର୍ଯ୍ୟ ଧାରଣ କ୍ଷମତା କମି ଯାଇ ଥାଏ ।  ଓ ସେମାନେ ବାହାଘର ପରେ ବାପା ହେବାର ଅଧିକାର ହରାଇ ବସନ୍ତି । ସେଥିପାଇଁ ନିଜ ର ମନ କୁ ଆୟତ୍ତ ରେ ରଖି ସମ୍ଭୋଗ ନକରି ବହାଘର ପରେ ସମ୍ଭୋଗ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *