ହେ ଭଗବାନ ଏମିତି ଖରାପ ଭାଷାରେ ସୋଦିଲେ ରାନୀ ପଣ୍ଡା ଥରେ ଶୁଣିଲେ ଆପଣ ଙ୍କ ମୁଣ୍ଡ କାମ କରିବନି ।

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର କୁ ଆଜି ଆମେ ଦେଖେଇବୁ ଏମିତି ଭିଡ଼ିଓ ଆପଣ ଦେଖିଲେ ଆପଣ ଙ୍କ କାନ ପଚିଯିବ ଆସନ୍ତୁ ଜାଣିବା ଓ ଦେଖିବା କଣ ପାଇଁ ରାନୀ ପଣ୍ଡା ଏମିତି ସୋଦିଲେ ।

ଆପଣ ମାନେ ଜାଣିଥିବେ କିଛି ଦିନ ତଳେ ରାନୀପଣ୍ଡା ଓ କିଛି ଯାତ୍ରା କଳାକାର ମାନେ ଭୁବେନେସ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ରେ ଯାତ୍ରା ମଞ୍ଚ ଖୋଲିବ ପାଇଁ ଅନୁମତି କାହିଁକି ଦିଆଯାଉନାହିଁ । ରାନୀ ପଣ୍ଡା ଓ ଅନ୍ୟ କଳାକାର ମାନେ ଥିଲେ ମଧ୍ୟ ରାନୀ ପଣ୍ଡା ଯେଉଁଭଳି ଭାବରେ ପ୍ରତିବାଦ କରିଥିଲେ ସାରା ଓଡିଶା ସାରା ଚହଳ ପକେଇଥିଲେ । ଏଥି ପାଇଁ ତାଙ୍କୁ ନେଇବିଭିନ୍ନ ମହଲ ରୁ ମଧ୍ୟ ସମାଲୋଚନା ।

 

ଯାତ୍ରା କଳାକାର ମାନେ ମଧ୍ୟ ରାନୀ ପଣ୍ଡା ଙ୍କୁ ନେଇ ସମାଲୋଚନା କରିଥିଲେ । ସରକାର ଯାତ୍ରା ଖୋଲିବା ନେଇ ଶୁଣାଣି କରିବାର ଗୋଟିଏ ଦିନ ପୂର୍ବରୁ ରାନୀ ପଣ୍ଡା ତାଙ୍କ ସବୁ ଚେଷ୍ଟା ବିଫଳ କରୁଥିବା କଥା କହିଥିଲେ । ଏନେଇ ବାପି ପଣ୍ଡା ଓ ରାନୀ ପଣ୍ଡା ଖୁବ ଘୋଷରା ଟଣା ହୋଇଥିଲେ ରାନୀ ପଣ୍ଡା ମିଡ଼ିଆ ସାମ୍ନା ରେ ନାଲି ଆଖି ଦେଖେଇ ଥିଲେ । କିନ୍ତୁ ଏହି ଭିଡ଼ିଓ ରେ ସେ ସେଇମାନଙ୍କୁ ଖରାପ ଭାଷା ରେ କହିଛନ୍ତି ଯେଉଁମାନେ ତାଙ୍କୁ ଅଣ କଳାକାର କହିଛନ୍ତି । ଏହି ଭିଡ଼ିଓ ରେ କୁହାଯାଇଛି ଯେ ରାନୀ ପଣ୍ଡା ଙ୍କ ଢ଼ଙ୍ଗ ରଙ୍ଗ ଭଲ ନୁହେଁ ଓ ଆମେ ତାକୁ ଯାତ୍ରା କଳାକାର ରୂପେ ଗ୍ରହଣ କରି ପାରିବୁନି । ଏଧିକ ଜାଣିବା ପାଇଁ ଏ ଭିଡ଼ିଓ ଟି ସମ୍ପୂର୍ଣ ଦେଖିଲେ ଆପଣ ଜାଣିପାରିବେ ସବୁ କିଛି

ଯଦି ଆମର ଏହି ଖବର ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *