ରାନୁ ମଣ୍ଡଳ ଙ୍କୁ ମିଳିଲା ବଡ ଅଫର ଏବେ ଆଉ ଗୀତ ନୁହେଁ ଜାଣନ୍ତୁ କଣ କରିବେ ।

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ। ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ ଯେ। ଆଜି ଆମେ ଏକ ବହୁତ ଚର୍ଚିତ ମହିଳା ଙ୍କ ବିଷୟରେ କଥା ହେବା । ଆଉ ଜାଣିବା କଣ କହୁଛନ୍ତି ସେହି ମହିଳା । ଆଉ କିଏ ସେ ମହିଳା । ଆଉ ମଧ୍ୟ ଜାଣିବା କଣ ପାଇଁ ସେହି ମହିଳା ଜଣକ ହେଲେ ଚର୍ଚ୍ଚିତ । ଏହି ପୋଜ଼ତ ଟି ତୁ ସମ୍ପୂର୍ଣ୍ଣ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜଣାନ୍ତୁ କି କଣ ହୋଇଛି ସେହି ସମ୍ପୂର୍ଣ୍ଣ ଘଟଣା । 

 

ଚାଲନ୍ତୁ ଆରମ୍ଭ କରିବା ଆଜି ର ଏହି ଵିଷୟ ଆଉ ଜାଣିବା ସେହି ଚର୍ଚ୍ଚିତ ମହିଳା ଙ୍କ ବିଷୟ ରେ । ବନ୍ଧୁ ଗଣ ଆପଣ ମାନେ ନିଶ୍ଚିତ ଜାଣି ଥିବେ କି କିଛି ଦିନ ପୂର୍ବରୁ ଏକ ମହିଳା ରାନୁ ମଣ୍ଡଳ ଯିଏ କି ଏକ ଗୀତ ଗାଇକି ବହୁତ ଚର୍ଚ୍ଚିତ ହୋଇଯାଇ ଥିଲେ । ଆଉ ସେହି କିଛି ଦିନ ପରେ ସେହି ମହିଳା ଜଣକ ମିଡ଼ିଆ କୁ କିଛି ଖରପ କହିବାରୁ ବହୁତ ଅପମାନ ପାଇଥିଲେ ଏହି ବିଷୟରେ ଆପଣ ଭଲ ଭାବରେ ଜାଣିଥିବେ । ଆଉ ଆମର ଆଜି ଏହି ବିଷୟର କହିବାର ରହସ୍ୟ ହେଉଛି 

 

ସେହି ମହିଳା ଯାହାଙ୍କ ନାମ ରାନୁ ମଣ୍ଡଳ ଯିଏ କି ଏବେ। ପୁଣି ଏକ ଫିଲ୍ମ କରିବାକୁ ଯାଉଛନ୍ତି ଆଉ ସେହି ଫିଲ୍ମ ରେ ସେ ପୁଣି ଅଭିନୟ ମଧ୍ୟ କରିବେ ଆଉ ସେହି ଫିଲ୍ମ ରେ ସେ ଏକ ଗୀତ ମଧ୍ୟ ଗାଉଛନ୍ତ । ସେଥିପାଇଁ ସେହି ମହିଳା ରାନୁ ମଣ୍ଡଳ ଏବେ ପୁଣି ଥରେ ଚର୍ଚ୍ଚିତ ହୋଇଛନ୍ତି । ଏବେ ଖାଲି ଦେଖିବାକୁ ରହିଲା କି ଫିଲ୍ମ କରୁଛନ୍ତି ରାନୁ ମଣ୍ଡଳ ଆଉ ସେ କି ଗୀତ ଗାଇବେ । ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।

 

ଧନ୍ୟବାଦ

 

Leave a Reply

Your email address will not be published. Required fields are marked *