ଦାମୀ ମଦ ବୋତଲ ରୁ ବାହାରିଲା ଯାହା ଆପଣ ଜାଣିଲେ ମଦ କୁ ଛି କରିଦେବେ ।

 ଆପଣ ମଦ ପିଉଛନ୍ତ କି ? ଯଦି ମଦ ପିଉଛନ୍ତ ତାହାଲେ ନିଶ୍ଚିତ ଦେଖନ୍ତୁ ଏହି ଭିଡ଼ିଓ କୁ । ବୋତଲ ରୁ ବାହାରିଲା ଅସରପା ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ। ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ ଯେ। ଆଜି ଆମେ କଥା ହେବା କି କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଉ ସେହି ବିଶେଷ ହେଉଛି ମଦ । ଯଦି ଆପଣ ମଦ ପିଉଛନ୍ତ ତାହେଲ ନିଶ୍ଚିତ ଏହି ପୋଷ୍ଟ କୁ ସମ୍ପୂର୍ଣ୍ଣ ପଢନ୍ତୁ ଆଉ ଜଣାନ୍ତୁ କି ମଦ ରୁ କଣ ବାହାରିଲା ଆଉ କଣ ସେହି ମଦ ହୋଇଗଲା ବିଷାକ୍ତ ଆଉ ସେହି ମଦ ପିଇ କଣ ହୋଇଛି ସେହି ବ୍ୟକ୍ତି ଙ୍କ ର । ଏହି ପୋଷ୍ଟ ଟିକୁ ସମ୍ପୂର୍ଣ୍ଣ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଆଉ ଜଣାନ୍ତୁ ନକଲି ମଦ ବିଷୟରେ । 

 

ଚାଲନ୍ତୁ ଆରମ୍ଭ କରିବା ଆଉ ଜାଣିବା କି ବିଷାକ୍ତ ମଦ ବିଷୟରେ । ଜଣେ ବ୍ୟକ୍ତି ଏକ ବିଦେଶୀ ମଦ ଦୋକାନ ରୁ ଦୁଇ ଟି ମଦ କିଣିଥିଲେ ଆଉ ସେହି ମଦ ଟି କୁ କିଣିସାରିବା ପରେ । ସେହୁ ବ୍ୟକ୍ତି ଜଣକ ଘରୁକୁ ନେଇଯାଇଥିଲେ ଆଉ ଯେତେବେଳେ ସେହି ବ୍ୟକ୍ତି ଜଣକ ସେହି ମଦ ବୋତଲ କୁ ଵୋଲି କରି ଢାଲନ୍ତି ଆଉ ଦେଖିଲେ କି ଗୋଟେ ଅସରପା ବାହାରିଲା ଆଉ ସେହି ସବୁ କାରଣ ରୁ ସେହି ବ୍ୟକ୍ତି ଜଣକ ସେହି ବିଦେଶୀ ମଦ ଦୋକାନ କୁ ଦାଇ କରିଛନ୍ତି ଆଉ କହିଛନ୍ତି କି ସେହି ମଦ ଦୋକାନୀ ବିଷାକ୍ତ ମଦ ବିକୁଛନ୍ତି । 

ଆଉ ମଧ୍ୟ ସେହି ମଦ ଦୋକାନି ନାରେ ସେହି ବ୍ୟକ୍ତି ଜଣକୁ ଅଭିଯୋଗ କରିଛନ୍ତି ଆଉ କହିଛନ୍ତି କି । ସେହି ମଦ ଦୋକାନୀ ଜଣକ ସବୁ ବେଳେ ଏହି ପରି ଭାବରେ ନକଲି ମଦ ବିକ୍ରି କରୁଛନ୍ତି । ଆଉ ସେହି ଦୋକାନ ର ମଦ ପି ବହୁତ ଲୋକ । ଙ୍କ ର ଅସୁସ୍ତ ହୋଉଛନ୍ତି । ସେହି ମଦ ଦୋକାନ ନା ରେ ସେହି ବ୍ୟକ୍ତି ଜଣକ ଥାନା ରେ ଏକ ଅଭିଯୋଗ କରିଛନ୍ତି ଆଉ କହିଛନ୍ତି କି ମତେ ନ୍ୟାୟ ଦରକାର ଆଉ ସେହି ମଦ ଦୋକାନ କୁ ବନ୍ଦ କରି ବାକୁ କହିଛନ୍ତି ।

Leave a Reply

Your email address will not be published. Required fields are marked *