ଦଇତାରି ପଣ୍ଡା କହିଲେ ଯାତ୍ରା ବିଷୟରେ ଏହି ବଡ କଥା

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର କୁ ଆଜି ଆମେ କହିବୁ ରାନୀ ପଣ୍ଡା ଙ୍କ ରଡି ପରେ ଆସିଲା ବଡ ଖବର ।

ଆପଣ ମାନେ ଜାଣିଥିବେ ୨ ଦିନ ପୂର୍ବରୁ ରାନୀ ପଣ୍ଡା ଭୁବେନେସ୍ୱର ଯେଉଁ ଭଳି ଭାବରେ ପ୍ରତିବାଦ ର ସ୍ୱର ଉଠାଇ ଥିଲେ ଏହା ସାରା ଓଡିଶା ରେ ଚହଳ ପଡିଥିଲା ଏବେ ମଧ୍ୟ ବିଭିନ୍ନ ମହଲରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ମଧ୍ୟ ଯାତ୍ରା ନାୟକ ବାପି ପଣ୍ଡା ଓ ରାନୀ ପଣ୍ଡା ଙ୍କ ମଧ୍ୟରେ ମିଡ଼ିଆ ସାମ୍ନାରେ ବହୁତ ଜୋର ସୋର କଥା କଟା କଟି ହୋଇଥିଲା । ରାନୀ ପଣ୍ଡା ମିଡ଼ିଆ ସାମ୍ନା ରେ ବାପି ପଣ୍ଡା ଙ୍କୁ ନାଲି ଆଖି ଦେଖେଇ ଥିଲେ ଓ କହିଥିଲେ ବାପି ବାବୁ ଅଧିକ ହଉଛ ଘରକୁ ପଳେଇବି ଏହା ପରେ ବାପି ପଣ୍ଡା ନରମି ଯାଇଥିଲେ । କଥା କଟା କଟି କାରଣ ଯେ ସରକାର ଙ୍କୁ ଯାତ୍ରା ସଂଘ ମଞ୍ଚ ଖୋଲିବା ପାଇଁ ସରକାର ଙ୍କୁ ନିବେଦେନ କରିଥିଲେ ହେଲେ ସରକାର ଏହାର ନିଷ୍ପତି ନେବା ପୂର୍ବରୁ ରାନୀ ପଣ୍ଡା ଙ୍କ ସରକାର ଙ୍କ ବିରୁଦ୍ଧରେ ସ୍ୱର ଉଠାଇ ଭୁଲ କରିଛନ୍ତି …

କଳାକାର ମାନଙ୍କ ବା ଯାତ୍ରା ସଂଘ ଙ୍କ ଡର କାଳେ ରାନୀ ପଣ୍ଡା ଙ୍କ ଏପରି ସ୍ୱର ପରେ କାଳେ ସରକାର ଏହି ନିଷ୍ପତି ଉପରେ କିଛି ଭୁଲ ବିଚାର ନକରନ୍ତୁ ଏଥିପାଇଁ ଡର ରହିଥିଲା କିନ୍ତୁ ରାନୀ ପଣ୍ଡା ଙ୍କ ଏହି ସ୍ୱର କାମ ଦେଇଥିବା ଭଳି ସଂକେତ ମିଳିଛି । ଗତ କାଲି ଦଇତାରି ପଣ୍ଡା ଓ ବାପି ପଣ୍ଡା ମିଡ଼ିଆ ସାମ୍ନା ରେ କହିଛନ୍ତି ଯେ ସରକାର ଆମ ଦାବି ପୂରଣ ର ପ୍ରତିଶୃତି ଦେଇଛନ୍ତି ଦଇତାରି ପଣ୍ଡା କହିଛନ୍ତି ଯେବେ ସ୍କୁଲ କଲେଜ ଓ ମନ୍ଦିର ଖୋଲିବ ସେତବେଳେ ଯାତ୍ରା ମଧ୍ୟ ହବ । ସରକାର ଙ୍କ ଏ ନିଷ୍ପତି ସୁନିଲା ପରେ ସାରା ଯାତ୍ରା କଳାକାର ଖୁସି ହୋଇଛନ୍ତି ।

Leave a Reply

Your email address will not be published. Required fields are marked *